Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Americans detained at Srinagar: ବିମାନବନ୍ଦରରେ ଲଗେଜରୁ ମିଳିଲା ସାଟେଲାଇଟ୍ ଫୋନ୍; ୨ ଆମେରିକୀୟ ଅଟକ

ଶ୍ରୀନଗର:ଶ୍ରୀନଗର ବିମାନବନ୍ଦରରେ ଦୁଇଜଣ ଆମେରିକୀୟ ନାଗରିକଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦର ସୁରକ୍ଷା କର୍ମଚାରୀମାନେ ନିୟମିତ ଯାଞ୍ଚ ସମୟରେ ସେମାନଙ୍କ ଲଗେଜରୁ ଏକ ନିଷିଦ୍ଧ ଗାର୍ମିନ୍(Garmin) ସାଟେଲାଇଟ୍ ଫୋନ୍/ଟ୍ରାକର ପାଇଥିଲେ। ଜଣେ ନାଗରିକଙ୍କୁ ଜେଫ୍ରି ସ୍କଟ୍ ପ୍ରାଥର ଭାବରେ…

ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ଦିନେଶ ତ୍ରିବେଦୀ ହେବେ ବାଂଲାଦେଶର ନୂଆ ହାଇକମିଶନର

ନୂଆଦିଲ୍ଲୀ: ଭାରତ ସରକାର ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ନୂତନ ହାଇକମିଶନର ଭାବରେ ନିଯୁକ୍ତ କରିଛନ୍ତି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ ଏବଂ ବାଂଲାଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ଏବଂ ଉଭୟ ଦେଶ ଏକ ସନ୍ତୁଳିତ ଏବଂ ଦୃଢ଼ ସମ୍ପର୍କ…

ହିମାଚଳ ବିଧାନସଭାରେ ମହିଳା ବିଧାୟକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ ବିବାଦ, ହାସ୍ୟସ୍ପଦ ଓ ଭିତ୍ତିହୀନ…

ସିମଲା: ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତଙ୍କ ସଂସଦରେ ମହିଳା ସଶକ୍ତିକରଣ ଉପରେ ଏକ ବିବୃତ୍ତି ବିବାଦ ସୃଷ୍ଟି କରିଛି । ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ତାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ତଥ୍ୟହୀନ ଏବଂ "ହାସ୍ୟାସ୍ପଦ" ବୋଲି କହିଛନ୍ତି ।…

ଇସ୍ରାଏଲର ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସାଉଦି ଆରବ ଏବଂ ମିଶର ସମେତ ୧୬ ଦେଶ

ଜେରୁଜେଲମ: ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତି ଉପରେ ସାଉଦି ଆରବ ସମେତ ଅନେକ ଆରବ ଏବଂ ମୁସଲିମ ଦେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତିକୁ "ଭୁଲ"…

ଅସହ୍ୟ ଖରା; ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା, ୨୦ରୁ ୨୩ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଦେବଗଡ଼: ରାଜ୍ୟରେ କଲବଲ କରୁଛି ତାତି । ଅସହ୍ୟ ଖରାକୁ ନଜରରେ ରଖି ଦେବଗଡ଼ ଜିଲ୍ଲାରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ଛୁଟି ଘୋଷଣା । ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଏଥିସହ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ମିଳିଥିବାରୁ ଛୁଟି ଘୋଷଣା…

3D Glass Solution ପ୍ରକଳ୍ପର ଶିଳାନ୍ୟାସ; ରାଜ୍ୟରେ ୨,୫୦୦ ନିଯୁକ୍ତି ସୃଷ୍ଟି କରିବ ଏହି ପ୍ରକଳ୍ପ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…

ଦକ୍ଷିଣ ଲେବାନନରେ ଇସ୍ରାଏଲ ‘ହଳଦିଆ ରେଖା’ ଟାଣିଛି, ଯୁଦ୍ଧବିରତି ସତ୍ତ୍ୱେ ଲକ୍ଷ୍ୟସ୍ଥଳ ଉପରେ କଲା…

ଜେରୁଜେଲମ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଆରମ୍ଭ ହୋଇଥିବା ଅସ୍ତ୍ରବିରତିର ଉଲ୍ଲଂଘନ ମଧ୍ୟରେ ଇସ୍ରାଏଲୀ ସେନା ଲେବାନନରେ ଏକ ନୂତନ ୟେଲୋ ସୀମା ରେଖା ଟାଣିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବିବାର ଇସ୍ରାଏଲ ଦୁଇଟି ବିମାନ ଆକ୍ରମଣ କରିଛି । ଅନେକ ଗ୍ରାମ ଉପରେ ଲଗାତାର ତୋପ ଏବଂ ମେସିନ ଗନ୍…

Heatwave Alert: ଆକାଶରୁ ନିଆଁ ବର୍ଷୁଛି, ଆସନ୍ତା ୨୩ ତାରିଖ ଯାଏଁ ଛୁଟି ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ସର୍ତ୍ତକତାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଉଛି। ଏହି ସମୟରେ ବଢୁଥିବା ତାପମାତ୍ରା ଏବଂ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାର…

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋରେଇ ପୋଲିସ । ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରାଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ…

Heat Wave Alert: ଆଗକୁ ଆହୁରି ସ୍ଥିତି ଅସମ୍ଭାଳ; ୨୨ ଯାଏଁ ଗ୍ରୀଷ୍ମପ୍ରବାହରୁ ତ୍ରାହି ନାହିଁ

ଭୁବନେଶ୍ବର: ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ସକାଳ ୯ରୁ ଅସହ୍ୟ ଖରାରେ ସିଝୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି…