Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣାରେ ହେବ କଠୋର ଦଣ୍ଡବିଧାନ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଧବାର ଦିନ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ପୁରୀ ମନ୍ଦିର ଭିତରେ ନିୟମ ଉଲ୍ଲଂଘନକୁ ମୁକାବିଲା କରିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ…

Indian Coast Guard: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ କୋଷ୍ଟଗାର୍ଡ ପକ୍ଷରୁ କରାଗଲା ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ

ପାରାଦୀପ: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି । ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ଏହି ମକ୍ ଡ୍ରିଲ୍ ବା ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ କରାଯାଇଛି । କୌଣସି କାରଣରୁ ସମୁଦ୍ରରେ ଜାହାଜରୁ ତେଲ ଲିକ୍ ହେଲେ…

Bird Count: ଜାନୁଆରୀ ୬ରୁ ପକ୍ଷୀ ଗଣନା, ପର୍ଯ୍ୟଟନ ବିଭାଗର ସହଯୋଗ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ଶୀତ ଋତୁର ଆଗମନ ସହିତ ରାଜ୍ୟକୁ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ହୋଇସାରିଛି । ଏହି ଅତିଥୀ ମାନଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ଅଞ୍ଚଳ ଗୁଡିକ । ଏମାନଙ୍କୁ ଦେଖିବାକୁ ଏହି ସ୍ଥାନ ଗୁଡିକରେ ପର୍ଯ୍ୟଟକଙ୍କର…

ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଲଜ୍ଜା । ଜଣେ ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ପରେ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

Bhadrak Collector: ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ; କହିଲେ ଅଧିକାରୀମାନେ ବି…

ଭଦ୍ରକ:ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଆଜି ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।…

Dhaulli Case: ଧଉଳି ଗଣଦୁଷ୍କର୍ମ ମାମଲା: ପୁରୁଷ ବନ୍ଧୁ କଲେ ସାଙ୍ଘାତିକ ଖୁଲାସା

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ରେଡ୍‌ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ। ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ…

Cold Wave: କଲବଲ କରୁଛି ଶୀତ, ୨ ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ । ରାତିର ତାପମାତ୍ର ଅହେତୁକ ହ୍ରାସ ପାଇଛି । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ପାଞ୍ଚଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସାଧାରଣତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଶୀତ…

ଗ୍ୟାରେଣ୍ଟର ପଡିବା ମହଙ୍ଗା ପଡିଲା

ବାଲେଶ୍ୱର: କୁହାଯାଏ କାହା ପାଇଁ ମାନି ପଡିବନି। ଆଉ ଯଦି ମାନି ପଡୁଛ ଭବିଷ୍ୟତରେ ହଇରାଣ ହେବାର ସମ୍ଭାବନା ରହିଛି। ସେମିତି ଏକ ଘଟଣା ଏବେ ଚର୍ଚ୍ଚାରେ। ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ପାଇଁ ମାନି ପଡି ସର୍ବସ୍ୱାନ୍ତ ହେବାକୁ ପଡିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର…

ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁଙ୍କ ପରଲୋକ, ଓଲିଉଡ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ…

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁ । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲ‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ…

Pratibha Singh Shooter: ଝିଅ ବଦଳରେ ବନ୍ଧୁକ ଧରିଲା ମାଆ

ଭୋପାଳ: ବନ୍ଧୁକ ଚାଳନା କରିବାକୁ ପିଲା ଦିନରୁ ଇଛା ଥିଲା । ହେଲେ ସେହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ପ୍ରତି ପିଲାଙ୍କ ପରି ସେ ମଧ୍ୟ ଯୌବନ ଅବସ୍ଥାରେ ବିବାହ କଲେ । ଏହା ପରେ ଝିଅ ହେଲା । ଝିଅ ବଡ ହେବା ପରେ ତାଙ୍କୁ ସୁଟିଂ ଏକାଡେମିରେ ଭର୍ତ୍ତି କରିବାକୁ ମନସ୍ଥ କଲେ । ହେଲେ ବୟସ…