Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,୫ ଗିରଫ

ଭୁବନେଶ୍ବର:ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଛତିଶଗଡ଼ ପୋଲିସର ବଡ଼ ସଫଳତା। ୫ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଦେବଭୋଗ ଥାନା ଖୁଟଗାଁ ପୋଲିସ ଚେକ୍ ପୋଷ୍ଟ ନିକଟରୁ ଏକ ଆନ୍ତଃ ରାଜ୍ୟ ୫ ଜଣ ଗଞ୍ଜେଇ…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୯୫ ପ୍ରତିଶତ ସମାଧାନ, ଦୂରାରୋଗ୍ୟ ପୀଡିତଙ୍କ ପାଇଁ ୧୪.୫୦ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।…

ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ

କୋଲମ୍ବୋ: କୋଲମ୍ବୋ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଦୃଢ଼ ସ୍ଥିତି ଜାହିର କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ…ଏପଟେ ସାପ କାମୁଡ଼ାରେ ଜଣେ ଚାଷୀ ଆହତ

ଭୁବନେଶ୍ବର:ଜଗତସିଂହପୁରରେ ଅଘଟଣ । ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ । ମୃତ ଦୁଇ ଚାଷୀ ହେଲେ ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁର ସାଗର ଭୋଇ ଓ ଅଜୟ ସାହୁ। ଉଭୟ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରି ଫେରୁଥିବା ବେଳେ ମାଟି ତଳେ…

ନକଲି ପନିର ବିକିଲେ ବ୍ୟବସାୟୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସିଲାଣି ପାର୍ବଣ ଋତୁ। ମିଠା ବଜାରର ଚାହିଦା ମଧ୍ୟ ବଢିଛ, କିନ୍ତୁ ଏହି ସମୟରେ ବଜାରରେ ବିକ୍ରି ହେଉଛି ନକଲି ପନିର ଓ ଛେନା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଖୀ ପୂର୍ଣ୍ଣିମା ପୂର୍ବରୁ…

ଶ୍ରୀଲଙ୍କାରେ ଦି-ଦେବ ଶୋ: ସାଇ ସୁଦର୍ଶନଙ୍କ ପାଇଁ ଟିମ୍‌ ଇଣ୍ଡିଆକୁ ଫେରିବା ହୋଇ ପାରେ କଷ୍ଟ କର !

କଲମ୍ବୋ: ଭାରତୀୟ ଟେଷ୍ଟ କ୍ରିକେଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ପ୍ରତିଯୋଗିତା ଏବେ ବେଶ୍ ତୀବ୍ର ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍‌ରେ ଭାରତୀୟ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନମ୍ବର…

ଏମିତିବି ଆସେ ମୃତ୍ୟୁ! ଡ୍ରଗ୍ସକୁ ବାରଣ କରିବାରୁ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା।…

H1N1 Cases: ଡରାଉଛି ସ୍ୱାଇନ୍ ଫ୍ଲୁ, H1N1 ମାମଲା ବଢ଼ିବା ପରେ ରାଜଧାନୀରେ ହାଇଆଲର୍ଟ

ନୂଆଦି୍ଲୀ: ଏବେ ଚିନ୍ତା ବଢାଇଲାଣି ସ୍ୱାଇନ୍ ଫ୍ଲୁ। ଜାତୀୟ ରାଜଧାନୀ ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ)ର କ୍ରମାଗତ ବୃଦ୍ଧି ପାଉଛି। ଚଳିତ ବର୍ଷ ଏଯାଏ ୨,୩୯୨ଟି ଇନ୍‌ଫ୍ଲୁଏଞ୍ଜା-A ମାମଲା ରିପୋର୍ଟ ହୋଇଥିବା ବେଳେ, ସେଥିରୁ ୧,୭୭୭ଟି H1N1 ମାମଲା ରହିଛି। H1N1 ମାମଲା ବୃଦ୍ଧି ପରେ ଦିଲ୍ଲୀ…

ସବୁ ସୀମା ଟପିଲା: ପ୍ରେମିକ ପାଇଁ ବାପା-ମାଆଙ୍କୁ ବିଷ ଇଞ୍ଜେକ୍ସନ ଦେଇ ନିଜେ ଆତ୍ମହତ୍ୟା କଲା ଝିଅ

ହାଇଦ୍ରାବାଦ: ଅଜବ ଘଟଣା ସାରା ଦେଶକୁ ଚକିତ କରିଛି। ପ୍ରେମିକର ପ୍ରେମ ପାଇବା ପାଇଁ ପ୍ରଥମେ ବିଷ ଇଞ୍ଜେକ୍ସନ ଦେଇ ନିଜ ବାପା-ମାଆଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଜେଲ ଦଣ୍ଡ ମଧ୍ୟ ପାଇଥିଲା। ଜେଲରୁ ଫେରିବା ପରେ ସେହି ବିଷ ଇଞ୍ଜେକ୍ସନ ନିଜେ ଲଗାଇ ଆତ୍ମହତ୍ୟା କରିଛି ଯୁବତୀ।…

Maoist Dump:ଜଙ୍ଗଲରୁ ବିପୁଳ ମାଓ ବିସ୍ଫୋରକ ଜବତ;ଆତ୍ମସମର୍ପଣ ନକ୍ସଲ ଦେଲେ ସୂଚନା

ରାଉରକେଲା:ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ଦେଲେ ସୂଚନା। ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି । ଡିଭିଏଫ ଏବଂ ବିଡିଡିଏସର ଏକ ମିଳିତ ଦଳ…