Latest Odisha News

BREAKING NEWS

Browsing Category

Uncategorized

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଢେଙ୍କାନାଳ: ପୁଣି ରାଜ୍ୟରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଢେଙ୍କାନାଳ ଜିଲ୍ଲା ଘାଟିପିରି ଗାଁ ରାସ୍ତାରେ ଡିଲ୍ ବେଳେ ଧରିଲା ଏସଟିଏଫ୍ । ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଛି ୧କିଲୋ ୯୦ ଗ୍ରାମ୍ ବ୍ରାଉନସୁଗର । ଯାହାର…

[ଭିଡ଼ିଓ] ଦୁର୍ଘଟଣାରେ ଶିଶୁ ମୃତ, ଜଣେ ଗୁରୁତର

କୋରାପୁଟ: କମାଣ୍ଡର ଓଲଟି ୫ ବର୍ଷର ଶିଶୁ ମୃତ। ଶିଶୁର ମା’ଗୁରୁତର ହୋଇପଡ଼ିଛି । ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କୋରାପୁଟ ସେମିଳିଗୁଡାରେ। ସେମଳିଗୁଡା ନିକଟରେ ଥିବା ହାତୀମୁଣ୍ଡା ଗାଁରୁ କିଛି ଲୋକଙ୍କୁ ନେଇ ସେମିଳିଗୁଡା ଆସୁଥିବା କମାଣ୍ଡରଟି…

୬୩ତମ ଆଇପିଏସ୍ ସମ୍ମିଳନୀ ଆଜିଠୁ ଆରମ୍ଭ

କଟକ : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ପୋଲିସ ସମ୍ମିଳନୀ । କଟକରେ ୬୩ ତମ ବରିଷ୍ଠ ପୋଲିସ ସମ୍ମିଳନୀ ଆରମ୍ଭ ହୋଇଛି । ଭର୍ଚ୍ୟୁଆଲ ମାଧ୍ୟମରେ ଏହି ସମ୍ମିଳନୀ ଆରମ୍ଭ କରାଯାଇଛି । ତିନି ଦିନ ଧରି ଚାଲିବ ସମ୍ମିଳନୀ । ଡିଜିପି ଅଭୟ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ରାଜ୍ୟରେ ମାଓବାଦୀ…

ଶୀତ ଦିନେ ତୁଳସୀର ଉପାଦେୟତା , ଜାଣନ୍ତୁ କଣ ମିଳେ ଲାଭ ?

ଭୁବନେଶ୍ୱର: ତୁଳସୀ ଏପରି ଏକ ଗଛ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ରହିଛି । ହଜମ ଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ କରିଥାଏ ତୁଳସୀ । ଶୀତ ଦିନେ ତୁଳସୀକୁ ନିଜ ଦୈନନ୍ଦିର ଜୀବନରେ ଶୈଳୀରେ ବ୍ୟବହାର କଲେ ଅନେକ ଲାଭ ମିଳିଥାଏ ।  ତୁଳସୀରେ ଭିଟାମିନ୍- ଏ, ସି,…

ଜଗତସିଂହପୁରରେ କେନ୍ଦ୍ରୀୟ ଟିମ୍, ଜଓ୍ବାଦ କ୍ଷୟକ୍ଷତିର କଲା ଆକଳନ

ଜଗତସିଂହପୁର : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର,…

ରକେଟ୍ ଲଞ୍ଚର ‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ବର : ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଲଞ୍ଚର ‘ପିନାକା’ର ପରୀକ୍ଷଣ ସଫଳ ହୋଇଛି । ରାଜସ୍ଥାନ ପୋଖରାନସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଏହି ରକେଟ ଲଞ୍ଚର ପରୀକ୍ଷଣ ସଫଳାତର ସହ ଶେଷ କରିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ବା ଡିଆରଡିଓ । ପିନାକ ବାହ୍ୟ…

ଡରାଉଛି ଓମିକ୍ରନ୍, ଚିନ୍ତା ବଢ଼ାଉଛନ୍ତି ବିଦେଶ ଫେରନ୍ତା

ଭୁବନେଶ୍ବର : ଓମିକ୍ରନ ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା । ୩୮ ଦେଶକୁ ଭୂତାଣୁ ବ୍ୟାପି ସାରିଥିବା ବେଳେ, ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ଠିକଣା ବଦଳାଇ ଓଡିଶା ଆସୁଛନ୍ତି ଲୋକ । ଏଯାଏଁ ବିଦେଶରୁ ରାଜ୍ୟକୁ ୮୦୦ରୁ ଅଧିକ ଲୋକ ଫେରିଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ…

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

ଜଓ୍ବାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା, ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଟଳିଛି ବାତ୍ୟା ବିପଦ, ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । କିନ୍ତୁ ଲଗାଣ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଯୋଗୁଁ ଚାଷ ଜମିରେ ଲହଡି ମାରୁଛି ପାଣି । ବର୍ତ୍ତମାନ ଧାନ ଅମଳ ସମୟ । ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ…

ଦୁର୍ବଳ ହେଉଛି ଜଓ୍ବାଦ୍, ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି

ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ଜଓ୍ବାଦ । ଅବପାତରେ ପରିଣତ ହେଲା ବାତ୍ୟା । ବର୍ତ୍ତମାନ ଏହା ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଏବେ ପୁରୀ ଉପକୂଳରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗର ୭୦ କିଲୋମିଟର ଓ ଗୋପାଳପୁର ଠାରୁ ୧୦୦ କିମି ଦୂରରେ ରହିଛି । ଘଣ୍ଟାକୁ ୧୮…