Latest Odisha News

BREAKING NEWS

Browsing Category

Uncategorized

ଭାରତୀୟ ନୌସେନାକୁ ମିଳିବ ଆମେରିକାର ସି ହକ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆମେରିକାର ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏମଏଚ-୬୦ଆର ସିହକ ହେଲିକପ୍ଟର ନୌସେନାରେ ମୁତୟନ ହେବ । ୨୪ଟି ହେଲିକପ୍ଟରରୁ ଜୁଲାଇ ଶେଷ ସୁଦ୍ଧା ୨ଟି ଭାରତକୁ…

ମେସିନ କରୁଛି ମନରେଗା କାମ

ଲୋଇସିଂହା: ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ । ବର୍ତ୍ତମାନ ସାରା ଭାରତ ସହ ଓଡିଶାର ଜନ ସାଧାରଣ କରୋନା ସଂକ୍ରମଣ ସହ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟ ସରକାର ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି । ଏଭଳି ଘଡିସନ୍ଧି…

ଯୁଗ ପୁରୁଷ ସୁନ୍ଦରଲାଲ

ଭୁବନେଶ୍ୱର :ପରପାରିରେ ପ୍ରକୃତି ପ୍ରେମୀ ସୁନ୍ଦରଲାଲ ବହୁଗୁଣା । ଚିପକୋ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଯୁଗ ପୁରୁଷ ସୁନ୍ଦରଲାଲ । ପରିବେଶ ସୁରକ୍ଷା ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିବା ସାଧା ସିଧା ମଣିଷଟିଏ । ଗାନ୍ଧୀଙ୍କ ଅହିଂସା ନୀତି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଆଉ ତାଙ୍କ…

ହ୍ୱାଇଟ ଫଙ୍ଗସ୍ ଆତଙ୍କ

ଦିଲ୍ଲୀ: କରୋନା ଯୋଗୁ ଟେନ୍‌ସନ୍ ବଢୁଥିବା ବେଳେ ବ୍ଲାକଫଙ୍ଗସ୍ ଭୟକୁ ଦୁଇ ଗୁଣିତ କରିଛି । ଆଉ ଏବେ ପୁଣି ହ୍ୱାଇଟ ଫଙ୍ଗସ୍ ଆତଙ୍କ ଖେଳାଇଲାଣି । ଯାହାକି ବ୍ଲାକ୍ ଫଙ୍ଗସ୍‌ଠୁ ବି ଆହୁରି ମାରାତ୍ମକ ବୋଲି ଜଣାପଡିଛି । କରୋନା ଆରୋଗ୍ୟଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ବ୍ଲାକ୍ ଫଙ୍ଗସ୍…

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟକ୍ଷମ ହେଲା ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଭିର୍ଚୁଆଲ୍ ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ମେଡିକାଲ ଅକ୍ସିଜେନ୍ ପ୍ଲାଣ୍ଟକୁ ସମର୍ପିତ କରିଛନ୍ତି । ଏହି ଅବସରରେ ଆଶା କରିଛନ୍ତି, ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର୍ ଅକ୍ସିଜେନ୍ ଚାହିଦା ପୂରଣ ହୋଇପାରିବ । ପ୍ରତିଟି ଜୀବନ ବଞ୍ଚାଇବାକୁ…

ମଇ୨୬ରେ ବ୍ଲଡ ମୁନ୍

ଭୁବନେଶ୍ୱର :ଚନ୍ଦ୍ର ଗ୍ରହଣ କଣ? କାହିଁକି ହୁଏ? ଏକଥା ଆମେ ସମସ୍ତେ ଜାଣିଛେ । ହେଲେ ବ୍ଳଡ଼ ମୁନ୍ ବା ରକ୍ତ ଚନ୍ଦ୍ର କଣ? ଏହି କଥା ଉଠିଲେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ? ତେବେ କଣ ଏହି ବ୍ଲଡ ମୁନ୍ । ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ ତାହା ସମ୍ପୁର୍ଣ୍ଣ ଅଦୃଶ୍ୟ ହୋଇନଥାଏ ।…

ସର୍ବସାଧାରଣଙ୍କ ପାଇଁ ଖୋଲିଲା ସ୍ବର୍ଗଦାର

ପୁରୀ : ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପୁରୀ ସ୍ବର୍ଗଦ୍ବାର । ନବୀକରଣ ପରେ ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପିତ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହି ନୂଆ ସ୍ବର୍ଗଦ୍ବାରକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି…

ରାଉରକେଲାରେ ଟିକାକରଣ, ୧୮+ ବର୍ଗରେ ୩୮୦୦ ବ୍ୟକ୍ତି ନେଲେ ପ୍ରଥମ ଡୋଜ

ରାଉରକେଲା: ରାଉରକେଲା ସହରର ୮ଟି କେନ୍ଦ୍ରରେ ଆଜି ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସୂଚନା ଅନୁସାରେ ନିର୍ଦ୍ଧାରିତ ସମୟ ସକାଳ ୮ଟାରୁ ଦିନ ୧୨ଟା ଭିତରେ କୋଭିଡ୍ ନିୟମ ପାଳନ କରି ମୋଟ ୩୮୦୦ ଲୋକ ଟିକା ନେଇଛନ୍ତି। ସବୁ କେନ୍ଦ୍ରରେ ଟିକାଦାନ…

ପୁରୀ ଚନ୍ଦନ ଯାତ୍ରାରେ ଜାରି ହେବ ୧୪୪ ଧାରା

ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ,…

ଓଡ଼ିଶାରେ ୭ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଡିଆରଡିଓ

ଭୁବନେଶ୍ୱର: କରୋନା ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶାରେ ୭ଟି ପ୍ଲାଣ୍ଟ ସ୍ଥାପନ ଲାଗି ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ନ୍ୟାସନାଲ୍ ହାଇଓ୍ବେ ଅଥୋରିଟି ଅଫ୍…