Latest Odisha News

BREAKING NEWS

Browsing Category

Uncategorized

ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ୍ ମାଗିଲେ କେଜରିଓ୍ବାଲ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ରାଜଧାନୀରେ ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି । ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସାରେ ବାଧକ ସାଜିଛି ଅକ୍ସିଜେନ୍ ଅଭାବ । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀ ପ୍ରାଣ ହରାଇଲେଣି । ହସପିଟାଲରେ ଅକ୍ସିଜେନର ଅଭାବ ଦେଖା ଦେଇଥିବା ବେଳେ,…

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ କେଏଲ ରାହୁଲ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଉଭୟ ଟିମ୍ ଏହି…

ଫେରିଲା ସପ୍ତାହାନ୍ତ ସଟଡାଉନ୍, କାଲିଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣର ଭୟାବହତାକୁ ନଜରରେ ରଖି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏଥିସହ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ୧୦ଟି…

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି…

ନିଖୋଜ ବିମାନରେ କଙ୍କାଳ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପ।ଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିଟେ ଏମିତି ବହୁ ରହସ୍ୟ ରହିଛି ।…

ବାଇକକୁ ପିଟିଲା ଟ୍ରକ: ଦମ୍ପତି ମୃତ, ଝିଅ ଗୁରୁତର

ଯାଜପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଦମ୍ପତି ମୃତ । ୮ ବର୍ଷର ଝିଅ ଗୁରୁତର ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ନେଉଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକରେ ସ୍ୱାମୀ-ସ୍ତ୍ରୀ ଓ ଝିଅ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ ।…

ମହୁମାଛିର ଅତି ଘନିଷ୍ଠ ବନ୍ଧୁ ନେଚର ଏମଏସ୍

ମହୁମାଛିର ଅତି ଘନିଷ୍ଠ ବନ୍ଧୁ । କେରଳ ତ୍ରିଶୂରର ନେଚର ଏମଏସ୍ । ପିଲାବେଳରୁ ମହୁମାଛିଙ୍କ ସେବାରେ । କେତେବେ ହାତରେ ତ କେତେବେଳେ ନେଚରଙ୍କ ମୁହୌଁରେ ଢାଙ୍କି ହୋଇ ବସନ୍ତି ମହୁମାଛି ମାନେ । ଏମାନଙ୍କ ସହ ପିଲାବେଳରୁ ସମ୍ପର୍କ ତାଙ୍କର । ଏନେଇ ବି ମ୍ୟାନ୍‌’ ଭାବେ ବେଶ୍ ଜଣାଶୁଣା ।…

ଜ୍ଞାନ ପଟ୍ଟନାୟକ ‘ଓସା’ ର ସଭାପତି ନିର୍ବାଚିତ

ଚିକାଗୋ : ବିଶିଷ୍ଟ ଆଇ. ଟି . ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ 'ଓଡ଼ିଶା ସୋସାଇଟି ଅଫ ଆମେରିକାଜ' ( ଓସା)ର ନୂଆ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ଅନଲାଇନରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଉ ଇଂଲଣ୍ଡ ସ୍ଥିତ ସୌର ମହାପାତ୍ରଙ୍କୁ ପରାସ୍ତ କରି ବିଜୟୀ…

ଆତ୍ମଘାତୀ ଆକ୍ରମଣ ନେଇ ଷଡଯନ୍ତ୍ର ରଚିଛନ୍ତି ଆତଙ୍କବାଦୀ, ମୁମ୍ବାଇର ସିଆରପିଏଫ ମୁଖ୍ୟାଳୟକୁ ଆସିଛି ଇ-ମେଲ

ନୂଆଦିଲ୍ଲୀ:ସିଆରପିଏଫର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଏକ ଧମକଭରା ଇ-ମେଲ ଆସିବା ପରେ ଏବେ ସମସ୍ତ ଗୋଇନ୍ଦା ସଂସ୍ଥାକୁ ସତର୍କ କରି ଦିଆଯାଇଛି । ଏହି ଇ-ମେଲରେ ଉଲ୍ଲେଖ ରହିଛି ୧୧ରୁ ଅଧିକ ଆତଙ୍କବାଦୀ ବିମାନବନ୍ଦର, ମନ୍ଦିର ଏବଂ ଜନଗହଳି ଅଂଚଳରେ ବିସ୍ଫୋଟ କରାଇବା ପାଇଁ ଯୋଜନା କରି ସାରିଛନ୍ତି…

କରୋନାରୁ ସୁସ୍ଥ ହେଲେ ଆଉ ୨୬୬ ଜଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୨୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୪୧୬କୁ ବୃଦ୍ଧି ପାଇଛି । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…