Latest Odisha News

BREAKING NEWS

Browsing Category

Uncategorized

ଏସବୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟିକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାପରେ ଚଳଚ୍ଚିତ୍ରକୁ ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ…

ବାହାଘରରେ ଟଙ୍କା ବର୍ଷା, ଉଡାଇଦେଲେ ୨୦ ଲକ୍ଷ

ନୂଆଦିଲ୍ଲୀ: ବାହାଘରରେ ଟଙ୍କା ବର୍ଷା। ୟୁପିରେ ଥିବା ଏକ ଗାଁରେ ଏକ ବାହାଘରର ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପରିବାରର  ସଦସ୍ୟମାନେ ବିବାହକୁ ନେଇ ଏତେ ଖୁସି ଯେ ସେମାନେ ଜେସିବି ଉପରୁ ଓ ଘରର ଛାତ ଉପରୁ କାଗଜ ପରି ଲକ୍ଷ ଲକ୍ଷ ଟଙ୍କା ଉଡାଉଛନ୍ତି। ତେବେ ଏହି ଘଟଣାଟି ୟୁପିର…

ବିଶ୍ବ ଯୁଦ୍ଧ ଆଶଙ୍କା; ଖାଦ୍ୟ ଓ ଜଳ ମହଜୁଦ ଲାଗି ଅପିଲ୍ କଲେ ୟୁରୋପୀୟ ଦେଶ

ମସ୍କୋ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧକୁ ହଜାରେ ଦିନ ପୂରଣ ହୋଇଥିବା ବେଳେ ଅଧିକ ଉଗ୍ର ହେଉଛି। ଏପରିକି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ଏପରିକି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ପରମାଣୁ ଆକ୍ରମଣରେ ଦେବାକୁ ଋଷ ଘୋଷଣା କରିଛି। ତେବେ ଏହାରି ମଧ୍ୟରେ…

କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା, ‘ବନବାସ’ର କଲେ ପ୍ରଚାର

ଭୁବନେଶ୍ୱର: ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା ମଙ୍ଗଳବାର କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। କିସ୍‍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍‍ ଆସିଥିଲେ। ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’। ଉତ୍କର୍ଷଙ୍କ ପିତା…

ପାକିସ୍ତାନ ଅଭିନେତ୍ରୀ ହାନିଆଙ୍କ ପ୍ରେମରେ ବାଦଶାହ!

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରାପର ତଥା ଗାୟକ ବାଦଶାହ ଏବଂ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କୁ ଏକାଠି ଦେଖିବାକୁ ମିଳୁଛି। କେତେବେଳେ ଦୁବାଇରେ, କେତେବେଳେ ଲଣ୍ଡନରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳୁଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ବେଳେ ଦୁହିଁଙ୍କୁ ନେଇ…

ଋଣ ବୋଝରେ ସରକାର, ନିଲାମ ହେବ ହିମାଚଳ ଭବନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏକ ବିଜୁଳି କମ୍ପାନୀର ଟଙ୍କା ଫେରସ୍ତ ନକରିବାରୁ ହାଇକୋର୍ଟ ଦିଲ୍ଲୀରେ ଥିବା ସରକାରୀ ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ଆଦର୍ଶ ହେତୁ ହିମାଚଳ ପ୍ରଦେଶ ସରକାର ବିବାଦ ଘେରରେ ରହିଛନ୍ତି। ୬୪ କୋଟି ଟଙ୍କାର ବକେୟା ପରିଶୋଧ…

ଖୁବଶୀଘ୍ର ଭାରତ ଆସିବେ ପୁଟିନ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କ୍ରେମଲିନ୍ ପ୍ରେସ ସଚିବ ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଆମେ ଋଷ ରାଷ୍ଟ୍ରପତିଙ୍କ ଗସ୍ତ ତାରିଖ ଉପରେ କାର୍ଯ୍ୟ କରୁଛୁ। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ…

ଡ୍ୟୁଟି ଅବଧି ସରିଲା; ଅନ୍ତର୍ଜାତୀୟ ବିମାନକୁ ଜୟପୁରରେ ଛାଡି ପଳାଇଲେ ପାଇଲଟ୍

ଜୟପୁର: ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନଟିକୁ ଜଣେ ପାଇଲଟ ଜୟପୁର ବିମାନବନ୍ଦରରେ ଛାଡି ଚାଲି ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ…

ମେଟା ଉପରେ ୨୧୩ କୋଟିର ଫାଇନ ଲଗାଇଲା ସିସିଆଇ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଉପରେ ପ୍ରତିଯୋଗିତା ଆୟୋଗ ଅଫ୍ ଇଣ୍ଡିଆ (ସିସିଆଇ) ଏକ ବଡ଼ ଜୋରିମାନା ଲଗାଇଛି। ୨୦୨୧ ମସିହାରେ କମ୍ପାନୀ ଦ୍ବାରା ଜାରି କରାଯାଇଥିବା ହ୍ବାଟ୍ସଆପର ଗୋପନୀୟତା ନୀତି ଉପରେ ସିସିଆଇ ୨୧୩ କୋଟିର ଏହି…

କାହାକୁ ବିବାହ କରିବେ ଅଭିନେତ୍ରୀ କୀର୍ତ୍ତି ସୁରେଶ…

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେବେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେ ତାଙ୍କର ପୁରାତନ ବନ୍ଧୁଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୀର୍ତ୍ତି ସୁରେଶ ୨୦୦୦ ମସିହାରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ସେ କିଛି ମାଲାୟାଲମ୍…