Latest Odisha News

BREAKING NEWS

Browsing Category

Uncategorized

ଓଡିଶାର ପ୍ରଥମ ମୁସଲିମ୍ ମହିଳା ବିଧାୟକ, ପେଶାରେ କିନ୍ତୁ ଇଞ୍ଜିନିୟର

କଟକ: ଇତିହାସ ରଚିଛନ୍ତି ଓଡିଶା ବାରବାଟୀ-କଟକ ଆସନର କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ । ପ୍ରଥମ ମୁସଲମାନ ମହିଳା ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ସୋଫିଆ । ସୋଫିଆ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ। ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ…

ଏହା ମୋର ଶେଷ ନିର୍ବାଚନ, ଭବିଷ୍ୟତରେ ନିର୍ବାଚନ ଲଢିବିନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଓଡିଶାରେ ବିଜେପିକୁ ବହୁମତ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବ। ଅନ୍ୟପଟେ ଚଳିତ ଥର ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିନାହିଁ। ଏହାରି ଭିତରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି।…

ଫେଡରରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଜୋକୋଭିଚ

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଅବସରରେ ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଟେନିସରେ ସେ ୩୬୯ତମ ବିଜୟ ହାସଲ କରି ରୋଜର ଫେଡେରରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ତୃତୀୟ ରାଉଣ୍ଡର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ…

କବିତା : ପ୍ରେମ

ସତ୍ୟନାରାୟଣ ଗନ୍ତାୟତ ପ୍ରେମ ତମ ଉଚ୍ଚାରଣ ନା ତମ ଆଚରଣ ? ପ୍ରେମ ତମ ଦୃଷ୍ଟିପାତ ନା ତମ ପଦପାତ ? ପ୍ରେମ ଦୂରେ ଥିଲେ ବି ନା ପାଖେଇଲେ ଇ ? ପ୍ରେମ ଉଡେ ପବନେ ନା ଥାଏ ପରାଣେ ? ପ୍ରେମ ଶବ୍ଦର ଅର୍ଥ ତମେ ମୁଁ ଆମେ କେହି କି ବୁଝିଛୁ ଏ ଯାଏ ? ନା ଏକାନ୍ତ…

୨୦୧୨ ଟି ୨୦ ବିଶ୍ୱକପ: ବାଜି ମାରିଲା ୱେଷ୍ଟଇଣ୍ଡିଜ

ଟି୨୦ ବିଶ୍ୱକପ କ୍ରିକେଟର ୪ର୍ଥ ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିଶ୍ୱକପ ଟ୍ରଫି ହାତେଇବାରେ ସଫଳ ହୋଇଥିଲା । ପୂର୍ବ ସଂସ୍କରଣ ପରି ସମାନ ଫର୍ମାଟରେ ଏହାକୁ ଖେଳାଯାଇଥିଲା । ଭାରତ ଗ୍ରୁପ ଏରେ ଇଂଲଣ୍ଡ ଓ ଆଫଗାନିସ୍ତାନ ସହ ରହିଥିଲା । ଭାରତ ପ୍ରଥମ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା'ର ହୃଦୟଶ୍ୱେରୀ । ତା'ର ଡାର୍ଲିଙ୍ଗ୍‌...! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା'ର ପତ୍ନୀର । ତା'ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ... ସାହେବ କରିବ । ଅନ୍ୟ ସାହେବ…

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଜୟରାମଙ୍କ ଟାର୍ଗେଟ: କହିଲେ ବିଜେପିକୁ ବିଜେଡିର ସମର୍ଥନ, ଏହା କଣ ଅସତ୍ୟ ?

ଭୁବନେଶ୍ୱର:ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ଟି ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ…

ସାହିତ୍ୟ ସମାଜର ପ୍ରତିଫଳନ : ଚୁମକି ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଚୁମକି ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।…

ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍ ତରଫରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଦ୍ୱିତୀୟ "ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା-୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ,…

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି ।…