Latest Odisha News

BREAKING NEWS

Browsing Category

Uncategorized

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୩)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ ସେ ସବୁବେଳେ ଭାବେ ସେ ଯାହାକୁ ବାହା ହେବ ସେ ହେବ ତା'ର ହୃଦୟଶ୍ୱେରୀ । ତା'ର ଡାର୍ଲିଙ୍ଗ୍‌...! ଏଇ ଶବ୍ଦଟା ପ୍ରତି କେବଳ ଅଧିକାର ରହିବ ତା'ର ପତ୍ନୀର । ତା'ର ପିଲାମାନଙ୍କୁ ପାଠପଢ଼ାଇବ । ଭଲ ଜୀବନ ଦେବ... ସାହେବ କରିବ । ଅନ୍ୟ ସାହେବ…

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଜୟରାମଙ୍କ ଟାର୍ଗେଟ: କହିଲେ ବିଜେପିକୁ ବିଜେଡିର ସମର୍ଥନ, ଏହା କଣ ଅସତ୍ୟ ?

ଭୁବନେଶ୍ୱର:ରାଜ୍ୟ ସରକାରଙ୍କୁ ଘେରିଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସଂସଦରେ ବିଜେପିକୁ ସମର୍ଥନ ନେଇ ପଚାରିଲେ ୫ଟି ପ୍ରଶ୍ନ । ଚିଟଫଣ୍ଡ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ। ଓଡ଼ିଶା ଗସ୍ତରେ ଥିବା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ…

ସାହିତ୍ୟ ସମାଜର ପ୍ରତିଫଳନ : ଚୁମକି ଦାଶ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଚୁମକି ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।…

ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍ ତରଫରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଦ୍ୱିତୀୟ "ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା-୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ,…

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନାରାୟଣ ରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ସ୍ୱରୂପର ଅନେକ ବ୍ୟାଖ୍ୟା ଆମେ ପାଇଲେଣି କିନ୍ତୁ ଅଭିଧାନ ଅନୁସାରେ “ନାରା ” ଶବ୍ଦର ଅର୍ଥ ହେଉଛି ସଦ୍ୟଜାତ ବାଛୁରୀ ବା ଗୋବତ୍ସା, ଏହାଙ୍କ ସମ୍ବନ୍ଧିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗଜ ଉଦ୍ଧାରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆମେ ତତ୍ତ୍ୱତଃ ମନ ରୂପୀ ଗଜ ଓ ଇନ୍ଦ୍ରିୟ ରୂପୀ କୁମ୍ଭୀର ବିବେଚନା ନକରି ଯଦି ସ୍ଥୁଳତଃ ବିଚାର କରିବା, ତେବେ ବିଭିନ୍ନ ପୁରାଣ ଓ କାବ୍ୟରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଖଣ୍ଡିକିଆ ହରିବଂଶ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ “ହରିବଂଶ ”…

ଓଡ଼ିଶା ପାଇଁ ୫୯ ଜଣିଆ ପ୍ରଚାର କମିଟି ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି। ଆଜି ବିଜେଡ଼ି ୩୮ ଜଣିଆ କମିଟି ଗଠନ କରିଥିବା ବେଳେ କଂଗ୍ରେସ ତା’ର ପ୍ରଚାର କମିଟି ତାଲିକା ପ୍ରକାଶ କରିଛି। ଏଥିରେ ୫୯ ଜଣଙ୍କ ନାମ ରହିଛି। ଉକ୍ତ କମିଟିରେ ଭକ୍ତ ଚରଣ ଦାସ…

କବିତା : ଟିକେ ଶୁଣ

ଚନ୍ଦ୍ରା ମିଶ୍ର  ଶୁଣ, ସକାଳ ହେବାକୁ ଆଉ ଜମା ଅଧ ଘଣ୍ଟlଏ ବାକି ସେତିକି ମୋର ଅପେକ୍ଷା ଏଠି ତୁମଠାରୁ ଛାୟାଚିତ୍ରଟିଏ ପହଞ୍ଚି ଯିବ ମୋ ଫୋନରେ ? ମୋ ମନକୁ ଥରେ ବୁଝିବାକୁ ଚେଷ୍ଟା କର ଅଳ୍ପ ଧାଡ଼ିଏ କଥା କୁହ ମତେ ? ବସନ୍ତର ଅମାନିଆ ପଵନ ମୋର ସରି ଯାଉଥିବା ବୟସ ରାତିରେ…