Latest Odisha News

BREAKING NEWS

Browsing Category

Uncategorized

କ୍ଷୁଦ୍ରତମ ରାମ ମନ୍ଦିର କଲେ ଉଦୟପୁରର କଳାକାର

ଉଦୟପୁର: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଯାଇଛି । ଏଥିନେଇ ଭାରତ ରାମମୟ ହୋଇ ଉଠିଛି । ଯିଏ ଯାହାର ଶୈଳୀରେ ଏହି ଉତ୍ସବ ମନେଇବାରେ ବ୍ୟସ୍ତ । ଉଦୟପୁରର ପୀୟୁଷ ପ୍ରତାପ ସିଂ ଗହମଠାରୁ କ୍ଷୁଦ୍ର ରାମ ମନ୍ଦିର କଳାକୃତି ପ୍ରସ୍ତୁତ କରିଛନ୍ତି । ଏହାର ଓଜନ ୦.୦୨୦…

କବିତା : ତୁମେ ଏମିତି

ସଫଳା ଦାସ  ତୁମେ ମନ ପଡ ନିଶବ୍ଧ ରାତ୍ରିରେ ନିରବତା ନୟନରେ ପୁଣି ମନେ ପଡ ଅଦିନ ବର୍ଷାରେ ବିଜୁଳି ଚମକେ ଦେହେ । ତୁମ ଗୁମସୁମ୍ ସତେକି ରାଗ ଅଭିମାନରେ ଦିଏ କିଛି କଷ୍ଟରେ ପୁଣି ବେଶୀ ମନେ ପଡ ତୁମ ଚାହାଣୀରେ ଆଖି ଥାଉ । ଶୀତ ଅନୁଭବେ ଉଷ୍ଣ ଶିହରଣେ ତୁମ ମିଠା କଥା…

କ’ଣ ରହିଛି ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ପ୍ଲାନ୍?

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୯ରେ ବିହାରରେ ପ୍ରବେଶ କରିବ। କିଶାନଗଞ୍ଜ ଦେଇ ପ୍ରବେଶ କରିଥିବା ଏହି ଯାତ୍ରା ଜାନୁଆରୀ ୩୦ ରେ ପୂର୍ଣ୍ଣିଆରେ ପହଞ୍ଚିବ ଯେଉଁଠାରେ ରାହୁଲ ଗାନ୍ଧୀ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ତେବେ ଏହି ଯାତ୍ରା ପଛରେ ରାହୁଲ…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରୋଟି କକ୍ଷରେ…

କବିତା : ଜଟାୟୁ

ସୁମିତା ବେହେରା ବାପି  ମୁଁ,.. ଆଜିର ଜଟାୟୁ, ମୋ ବିଶାଳ ପକ୍ଷରେ ଭରିରହିଛି, ଅସୀମ ଶକ୍ତି ; ମୋ ତୀକ୍ଷ୍ଣ ଚଞ୍ଚୁରେ ସାଇତା ଅଛି, ଛିନ୍ନଭିନ୍ନ କରିଦେବାର ଦୁର୍ବାର ସାମର୍ଥ୍ୟ ; ବଳିଷ୍ଠ ପଞ୍ଝା ମୋର, ସକ୍ଷମ ଯୁଝିବାକୁ, ତୋ’ ପରି ଅୟୁତ ରାବଣ ସହ । ହେ ଆଜିର ରାବଣ! ପୁଷ୍ପକରେ…

ଖୋ ଖୋ: ସେମିରେ ଓଡିଶା

କଟକ: ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଓଡିଶା ଚଳିତ ଅଲ୍ଟିମେଟ ଖୋ ଖୋ ଲିଗର ସେମିଫାଇନାଲରେ ପ୍ରବେଶ କରିଛି । ଟାଇଟଲ ବଜାୟ ରଖିବା ପାଇଁ ଓଡିଶାକୁ ଆଉ ୨ଟି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ୧୦ଟି ମ୍ୟାଚରୁ ୨୩ ପଂଏଟ ହାସଲ କରି ଓଡିଶା ସେମିକୁ ଉନ୍ନୀତ ହୋଇଛି । ଜବରଦସ୍ତ ଫର୍ମରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଗ୍ରନ୍ଥାବତାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ପ୍ରସଙ୍ଗ ଭିତରେ ବିଶେଷତଃ ଆଜିର ଦିନରେ “ଶ୍ରୀମଦଭାଗବତ “‘ଗ୍ରନ୍ଥର ସମ୍ୟକ ଆଲୋଚନା ପାଇଁ ମନ ବ୍ୟାକୁଳ ହେଉଛି । ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅନୁଗ୍ରହର ନିଦର୍ଶନ…

ଅଦାଲତରେ ବିଚାରପତିଙ୍କୁ ଆକ୍ରମଣ

ଓ୍ଵାଶିଂଟନ୍;   ଅଦାଲତ ଭିତରେ ବିଚାରପତି ରାୟ ଶୁଣାଉଥିଲେ। ଏହି ସମୟରେ ବିଚାରପତିଙ୍କ ଉପରକୁ ଅଭିଯୁକ୍ତ ଜଣକ ଡେଇଁପଡ଼ିଥିଲେ। ବିଚାରପତିଙ୍କୁ ଆକ୍ରମଣ ବି କରାଯାଇଛି। ଏଭଳି ଘଟଣା ଆମେରିକାରେ ଘଟିଛି। ସେଠାକାର ଲାସ ଭେଗାସର ଏକ ଅଦାଲତ ଭିତରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଅପରାଧୀକ…

କବିତା : ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

‘ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ’

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି । ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ । କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ…