Latest Odisha News

BREAKING NEWS

Browsing Category

Uncategorized

୨୦୪୭ ସୁଦ୍ଧା ରାଜ୍ୟରୁ ମୁକ୍ତ ହେବ ସିକିଲ୍ ସେଲ୍, ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି

ଭୁବନେଶ୍ୱର: ୨୦୪୭ ସୁଦ୍ଧା ଦେଶ ହେବ ସିକିଲ୍ ସେଲ୍ ମୁକ୍ତ। ଫୋକସ୍‌ରେ ୨୫ ବର୍ଷ ବୟସ୍କ ଯୁବ ପିଢ଼ି। ଏ ନେଇ କେନ୍ଦ୍ର ସରକାର ଓଡ଼ିଶାର ୨୦ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସହାଭାଗିତାରେ ଆରମ୍ଭ କରିବେ ସିକିଲ୍ ସେଲ୍ ପରୀକ୍ଷା। ତେବେ ଅନ୍ୟ ୧୦ ଜିଲ୍ଲାରେ ନିଜସ୍ୱ ଅର୍ଥରୁ ରାଜ୍ୟ ସରକାର କରିବେ…

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ…

ସ୍ୱାଧୀନତା ଦିବସରେ ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ:ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । ତାଙ୍କୁ ମିଳିଛି ଭାରତର ନାଗିରକତା । ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ପାସୋପୋର୍ଟ । ୭୭ ଏହା ପରେ ସେ ନିଜ ଟୁଇଟର ହାଣ୍ଡେଲରେ ଲେଖିଛନ୍ତି, ଦିଲ ଏବଂ ସିଟିଜେନସିପ ଉଭୟେ ହିନ୍ଦୁସ୍ଥାନୀ । ଏହା ପରେ…

ଶାକାହାରୀଙ୍କୁ ବ୍ରେନ୍ ଷ୍ଟ୍ରୋକ ଆଶଙ୍କା ଅଧିକ, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୁଆଦିଲ୍ଲୀ: ଆମେ ଯାହା ଖାଇଥାଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ତେଣୁ ଡାକ୍ତମାନେ କହନ୍ତି ଯେ, ସର୍ବଦା ଭିଟାମିନ, ମିନେରାଲ୍ସ , ପ୍ରୋଟିନ, ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ । କିନ୍ତୁ କିଛି ଲୋକ ଆଜି ବି ଅଛନ୍ତି ଯେଉଁମାନେ କି ଶୁଦ୍ଧ ଶାକାହାରୀ ଅଟନ୍ତି । ତେବେ ଏକ ଅନୁସନ୍ଧାରୁ…

ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି, ସିଡିଆର ରିପୋର୍ଟରେ ନାହିଁ କୌଣସି ସନ୍ଦିଗ୍ଧ ତଥ୍ୟ- ଡିସିପି

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ନୂଆ ମୋଡ । ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଏବଂ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଏକଥା କହିଛନ୍ତି ଡିସିପି ପ୍ରତୀକ ସିଂହ । ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡିସିପି ଶୁଭଲକ୍ଷ୍ମୀ ହତ୍ୟାକାଣ୍ଡର ଅନେକ…

ମନ୍ଦିରରେ କାହିଁକି ରହିଥାଏ ନଗ୍ନ ମୂର୍ତ୍ତି? ଜାଣନ୍ତୁ ଏହା ପଛର କାରଣ…

ଭୁବନେଶ୍ଵର: ଯଦି କେବେ ଆପଣ ମନ୍ଦିର ଯାଇଥିବେ ତେବେ ନିହାତି ଭାବରେ ମନ୍ଦିର କୁ ପ୍ରବେଶ କରିବା ପୂର୍ବରୁ ମନ୍ଦିର ବାହାରେ ବିଭିନ୍ନ ନଗ୍ନ ବେଶରେ ଥିବା ମୂର୍ତ୍ତ ଦେଖିଥିବେ । ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ ମନ୍ଦିର ଭଳି ଏକ ପୂନ୍ୟ ଜାଗାରେ ଏସବୁ ଖରାପ ଜିନିଷ କାହିଁକି ରହିଛି । ରୁଷି…

ଲୋପ ପାଇବାକୁ ପାଉଥିବା ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଲେଖକମାନଙ୍କ ଉଦ୍‌ବେଗ

ଭୁବନେଶ୍ୱର: ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି । ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର…

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ମୁସଲିମ ଦେଶର ଟଙ୍କାରେ ହିନ୍ଦୁ ଭଗବାନ

ଓଡିଶା ସମ୍ବାଦ ବ୍ୟୁରୋ: ଏକ ମୁସଲମାନ ବହୁଳ ଦେଶ, ଯେଉଁଠି ଲୋକମାନେ ଇସଲାମକୁ ନିଜର ଧର୍ମ ଭାବରେ ଗ୍ରହଣ କରିଛନ୍ତି। ସେଠାକାର ନୋଟରେ କିନ୍ତୁ ଗଣେଶ ଠାକୁରଙ୍କ ଚିହ୍ନ ଦେଖିବାକୁ ମିଳିଥାଏ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ। ଇଣ୍ଡୋନେସିଆର ନୋଟରେ ଭଗବାନ ଗଣେଶଙ୍କ ଫଟୋ…

କଞ୍ଚା ଖାଆନ୍ତୁ ଏହି ୫ଟି ଫଳ: ସ୍ୱାସ୍ଥ୍ୟ ପାଇଁ ଦ୍ୱିଗୁଣ ଲାଭଦାୟକ

ଓଡିଶା ସମ୍ବାଦ ବ୍ୟୁରୋ: କଞ୍ଚା ଫଳଗୁଡିକରେ ପାଚିଲା ଫଳ ଅପେକ୍ଷା ଅଧିକ ଡାଇଟରୀ ଫାଇବର ଧାରଣ କରିଥାଏ । ତେଣୁ ଯଦି ଆପଣ ଓଜନ ହ୍ରାସ ପାଇଁ ଯୋଜନା କରୁଛନ୍ତି କିମ୍ବା ହଜମ ସମସ୍ୟା ଭୋଗୁଛନ୍ତି, ତେବେ ଏହି କଞ୍ଚା ଫଳଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ । ଆମ୍ବ, ଅମୃତଭଣ୍ଡା, ସେଓ, କଦଳୀ ଓ…