Latest Odisha News

BREAKING NEWS

Browsing Category

Uncategorized

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ସାଧାରଣ ଯାତ୍ରୀଙ୍କ ସହ ମେଟ୍ରୋ ଟ୍ରେନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଗଲେ ପ୍ରଧାନମନ୍ତ୍ରୀ, ବାଣ୍ଟିଲେ ଅନୁଭୂତି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ’ର  ୧୦୦ ବର୍ଷ ପୂର୍ତ୍ତି ସମାରୋହରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ  ହେବା ପାଇଁ ସେ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  …

୫ ଦିନିଆ ରିମାଣ୍ଡରେ ଗଲେ ଅତିରିକ୍ତ ଉପ ଜିଲ୍ଲାପାଳ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଧରାପଡିଥିବା ନବରଙ୍ଗପୁରର  ଅତିରକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ୫ ଦିନିଆ ରିମାଣ୍ଡ ପାଇଁ ବୁଧବାର ଅନୁମତି ଦେଇଛନ୍ତି ସୁନ୍ଦରଗଡ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ କୋର୍ଟ । ପ୍ରଶାନ୍ତ ତାଙ୍କ…

ପାରିବାରିକ କଳହର କରୁଣ ପରିଣତି, ପୁଅର ଖଣ୍ଡା ଆକ୍ରମଣରେ ବାପା ଗୁରୁତର

ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି । ସାନପୁଅର ଖଣ୍ଡା ଆକ୍ରମଣରେ ବାପା ଓ ଭାଉଜ ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବି ନାୟକ ତାଙ୍କ ବଡ଼ ପୁଅ ଓ ବୋହୁ…

ସରିଲା ଆଡପ ଦର୍ଶନ, କାଲି ବାହୁଡା ଯାତ୍ରା; ଜାଣନ୍ତୁ, କେତେବେଳେ ହେବ ଛେରାପହରା ଓ ରଥଟଣା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ ପଡ଼ିଆ କାର୍ଯ୍ୟକ୍ରମରେ…

ପାକିସ୍ତାନର ଭେନ୍ୟୁ ପରିବର୍ତନ ଅନୁରୋଧକୁ ଖାରଜ କଲେ ଆଇସିସି, ବିସିସିଆଇ

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଭାରତରେ ଆୟୋଜିତ ହେବ । ପାକିସ୍ତାନ ୨ଟି ଲିଗ ମ୍ୟାଚର ଭେନ୍ୟୁ ବଦଳାଇବା ପାଇଁ ଅନୁରୋଧ କରିଥିଲା । ତେବେ ଆଇସିସି ଓ ବିସିସିଆଇ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଅକ୍ଟୋବର ୨୦ରେ ବାଙ୍ଗାଲୋରରେ ଭାରତ-ଅଷ୍ଟ୍ରେଲିଆ ଓ ୨୩ରେ…

ଯୋଗ ଦିବସକୁ ନେଇ ରାଜନୀତି; ନେହରୁଙ୍କ ଫଟୋ ଛାପି ପ୍ରଶଂସା ଦାବି କଲା କଂଗ୍ରେସ, ଜବାବ ଦେଲେ ଶଶୀ ଥରୁର

ନୂଆଦିଲ୍ଲୀ:ଆଜି ଆନ୍ତର୍ଜାତୀୟ ଯୋଗ ଦିବସ  । ଯୋଗକୁ ଆନ୍ତର୍ଜାତିକ ମାନ୍ୟତା ଦେବାରେ ମୋଦିଙ୍କ ଭୂମିକାକୁ ସାରା ବିଶ୍ୱ ଜାଣେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତିକ ଯୋଗ ଦିବସରେ ନ୍ୟୁୟର୍କରୁ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଲୋକଙ୍କୁ ସମ୍ବୋଧନ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ରୋହାନ୍ ଓ ସିଡ଼୍‌ଙ୍କ ସୁଇଟ୍‌କୁ ଦେଖି ଆଶ୍ଚର୍ଯ୍ୟ ଚକିତ ବୀରା କହିଲା, “ମୁଁ ସବୁଦିନ ଏ ଜାହାଜ ଭିତରକୁ ଆସିଲେ ବି ଏମିତି ଗୋଟେ ବିଶାଳ ସୁଇଟ୍ ସହ ଏକାବେଳେକେ ପରିଚିତ ହୋଇପାରିବିନି ।” ସମୀରା ବି ମୁଣ୍ଡ ହଲେଇ…