Latest Odisha News

BREAKING NEWS

Browsing Category

Uncategorized

କବିତା : ବୈଶାଖୀ

ଗଦାଧର ସାହୁ  ଚୈତ୍ର ଚାଲିଗଲା ବୈଶାଖ ଆସିଲା ଧରି ନିଦାରୁଣ ପେଡି, ପିଡା ପରେ ପିଡା ପେଡିରୁ କାଢିକି ଆମକୁ ଦେବ ଫୋପାଡି । ତତଲା ପବନ ଝାଞ୍ଜି ବୁହାଇବ ଦେହ ମୁହଁ ଦେବ ପୋଡି, ଶରୀରେ ଆମରି ଉତ୍ତାପ ବଢାଇ ଅଂଶୁଘାତେ ଦେବ ମୋଡି । କାଳ ବଇଶାଖୀ ଅକାଳେ ବହିବ ପବନ ମେଘ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଓ ହିଂସା ଘଟଣାରେ ମୋଟ ୭୯ ଜଣ ଗିରଫ, ଏସ୍‌ପି ଅଫିସରେ ଡିଜିପିଙ୍କ ସମୀକ୍ଷା ବୈଠକ

ସମ୍ବଲପୁର : ରବିବାର ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ବେଳେ ୧୨ ଓ ୧୪ ତାରିଖର ହିଂସାରେ ସଂପୃକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୭୯ ଜଣଙ୍କୁ ଗିରଫ କରାଯାଇଛି । ଏପ୍ରିଲ ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ଘଟଣାରେ ୫୩…

କୋହଲିଙ୍କୁ ସମାଲୋଚନା କଲେ ନ୍ୟୁଜିଲାଣ୍ଡର ଏହି ପୂର୍ବତନ କ୍ରିକେଟର

ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ କୋହଲି ୪୪ ବଲରେ ୬୧ ରନ କରିଥିଲେ…

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ଅଧ୍ୟକ୍ଷଙ୍କୁ ଜାମିନ, ଆସନ୍ତାକାଲି ଜେଲ୍‌ରୁ ମୁକୁଳିପାରନ୍ତି

ହାଇଦ୍ରାବାଦ: ଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦି ସଞ୍ଜୟଙ୍କୁ ମିଳିଲା ଜାମିନ। ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ସହ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି ୱାରଙ୍ଗଲ ମାଜିଷ୍ଟ୍ରେଟ୍‌ କୋର୍ଟ। ଜେଲ୍‌ରୁ ମୁକୁଳିବା…

ଏଣିକି ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀ :…

କଟକ : ଏଣିକି ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌. ମୁରଲୀଧର ଓ…

ରାଜ୍ୟ ପ୍ରଶାସନକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ପୂର୍ବପୁରୁଷଙ୍କୁ ସମ୍ମାନ ନ କଲେ ନାହିଁ ଅସମ୍ମାନ କରନି 

ଭୁବନେଶ୍ୱର:  ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦକୁ ନେଇ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନ ପୂର୍ବପୁରଷଙ୍କୁ ସମ୍ମାନ ନ ଦେଲେ ନାହିଁ, ଅସମ୍ମାନ କରନ୍ତୁ ନାହିଁ…

କେନ୍‌ ୱିଲିୟମସନ୍‌ଙ୍କ ହେବ ସର୍ଜରୀ; ଖେଳିପାରିବେନି ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ: ଆଣ୍ଠୁରେ ଆହତ ଯୋଗୁ ପ୍ରଥମ ମ୍ୟାଚ୍ ଖେଳି ଆଇପିଏଲ୍‌ ୨୦୨୩ରୁ ବାଦ ପଡିଥିବା ଗୁଜୁରାଟ ଟାଇଟନ୍ସ ଖେଳାଳି କେନ୍‌ ୱିଲିୟମସନ୍‌ ଦିନିକିଆ ବିଶ୍ୱକପ୍‌ରୁ ବାଦ ପଡିବେ। ଆଇପିଏଲ୍‌ ମ୍ୟାଚ୍‌ ଖେଳୁଥିବା ବେଳେ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି। ତାଙ୍କର ସର୍ଜରୀ ହେବ। ମାର୍ଚ୍ଚ ୩୧…