Latest Odisha News

BREAKING NEWS

Browsing Category

Uncategorized

କବିତା : ଶୂନ୍ୟତା

ନିରୁପମା ପତି ନିସ୍ତବ୍ଧତାର ପଶାଖେଳ ସତେ ଯେମିତି କେହି ଜଣେ ଇସାରା ଦେଉଛି, ଖଳନାୟକ ଶକୁନିଙ୍କ ପରି ନ୍ୟାୟ, ଧର୍ମର ବିଲୋପ କରିବା ଲଢେଇ କରି ଛଡେଇ ଆଣିବେ ନାରୀର ଅସହାୟତାକୁ ଶତଶତ ଦୁର୍ଯ୍ୟୋଧନ ପ୍ରତୀୟମାନ ପରାକ୍ରମଶାଳୀ ଦୁଃଶାସନ ବି ପ୍ରସ୍ତୁତ ହେଲେଣି, ଅବିଶ୍ୱସ୍ତ…

ପାଟ ଅଗଣାରେ ପତିତପାବନକୁ ଚାହିଁ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ:କାଳିଆରେ ..ତୋ ପାଦ ତଳେ ଆଶ୍ରୟ ଟିକିଏ ମିଳୁ.. ତୋ ମୁଖ ଚାହିଁ ଏ ଜୀବନ ଯାଉ...ଚକାଡୋଳାକୁ ଚାହିଁଦେଲେ ଭକ୍ତଟିଏ ବିଭୋର ହୋଇ ଏମିତି ମନାସିଥାଏ । ହେଲେ ଏହାର ପ୍ରତ୍ୟକ୍ଷ ଦୃଶ୍ୟ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ହେଲା ଶେଷ ଦର୍ଶନ। ପତିତପାବନକୁ…

ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପ୍ରସଙ୍ଗ : ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ବିରୋଧ, ସଂକଳ୍ପ ପାରିତ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ତେବେ ରବିବାର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ(ବିସିଆଇ) ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଥିବା ଜଣାପଡିଛି । ସଂକଳ୍ପରେ କୁହାଯାଇଛି ଯେ,…

କଂଗ୍ରେସକୁ ବିଜେପି ନେତା ସମ୍ବିତ ପାତ୍ରଙ୍କ କଟାକ୍ଷ ! କହିଲେ; ସୁରଟ କୋର୍ଟଙ୍କ ରାୟ ଗାନ୍ଧି ପରିବାର ମୁହଁରେ ଚାପୁଡ଼ା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାନହାନୀ ମାମଲାରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ପାଇଁ ଆବେଦନକୁ ସୁରଟର ସେସନ୍ସ କୋର୍ଟ ଖାରଜ କରିଦେବା ପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ…

ୟୁଜିସି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା, ଏଣିକି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଏଣିକି ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ । ଏନେଇ ଅନୁମତି ପ୍ରଦାନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କହିଛି। ଇଂଲିଶ୍ ମିଡିୟମ୍ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଆଞ୍ଚଳିକ ଭାଷାରେ ପରୀକ୍ଷା…

ସମଲିଙ୍ଗୀ ବିବାହ ମାମଲା : ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି(ବୁଧବାର) ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି…

କବିତା : ବୈଶାଖୀ

ଗଦାଧର ସାହୁ  ଚୈତ୍ର ଚାଲିଗଲା ବୈଶାଖ ଆସିଲା ଧରି ନିଦାରୁଣ ପେଡି, ପିଡା ପରେ ପିଡା ପେଡିରୁ କାଢିକି ଆମକୁ ଦେବ ଫୋପାଡି । ତତଲା ପବନ ଝାଞ୍ଜି ବୁହାଇବ ଦେହ ମୁହଁ ଦେବ ପୋଡି, ଶରୀରେ ଆମରି ଉତ୍ତାପ ବଢାଇ ଅଂଶୁଘାତେ ଦେବ ମୋଡି । କାଳ ବଇଶାଖୀ ଅକାଳେ ବହିବ ପବନ ମେଘ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଓ ହିଂସା ଘଟଣାରେ ମୋଟ ୭୯ ଜଣ ଗିରଫ, ଏସ୍‌ପି ଅଫିସରେ ଡିଜିପିଙ୍କ ସମୀକ୍ଷା ବୈଠକ

ସମ୍ବଲପୁର : ରବିବାର ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ବେଳେ ୧୨ ଓ ୧୪ ତାରିଖର ହିଂସାରେ ସଂପୃକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୭୯ ଜଣଙ୍କୁ ଗିରଫ କରାଯାଇଛି । ଏପ୍ରିଲ ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣ ଓ ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ଘଟଣାରେ ୫୩…