Latest Odisha News

BREAKING NEWS

Browsing Category

Uncategorized

ଆମେରିକା ପରେ ଜାପାନରେ ବରଫ ଝଡ଼, ୧୭ ମୃତ

ଟୋକିଓ: ଆମେରିକା ପରେ ଜାପାନରେ ପ୍ରବଳ ବରଫପାତ ଜନଜୀବନକୁ ପ୍ରଭାବିତ କରିଛି । ଭୀଷଣ ବରଫପାତରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୯୩ ଜଣ ଆହତ ହୋଇଥିବା ଜଣାଯାଇଛି । ବରଫପାତ ଯୋଗୁ ସାଧାରଣ ଜୀବନଯାତ୍ରା ବି ବ୍ୟାହତ ହୋଇଛି । ୨୦ ହଜାର ଲୋକଙ୍କ ଘରେ ବିଜୁଳ ସରବରାହ ବ୍ୟାହତ…

ବଢିଲା ମଦର ଡାଏରୀ କ୍ଷୀରର ଦାମ; ବର୍ଷକରେ ୫ମ ଥର ଦର ବୃଦ୍ଧି କଲା କମ୍ପାନୀ

ନୂଆଦିଲ୍ଲୀ: ବଢିଲା ମଦର ଡାଏରୀ କ୍ଷୀରର ଦାମ । ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କଲା କମ୍ପାନୀ । ଫୁଲ କ୍ରିକ, ଟୋନ୍ଡ ଏବଂ ଡବଲ ଟୋନ୍ଡ କ୍ଷୀର ଦାମ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ଦାମ କେବଳ ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି । ବର୍ଦ୍ଧିତ ଦର ଡିସେମ୍ବର ୨୭ ମଙ୍ଗଳବାରଠାରୁ…

ଜିଏସ୍‌ଟି ଅଧିକାରୀ ପରିଚୟ ଦେଇ ନେଇଥିଲେ ଲକ୍ଷେ ୪୦ ହଜାର ଟଙ୍କା, ୪ଜଣଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର: ନିଜକୁ ଜିଏସ୍‌ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟିଙ୍କ ଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ପ୍ୟାକେଟ୍‌ ପାନ୍‌ ମସଲା ନେଇଯିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲାର ଛତ୍ରପୁର ଥାନା ପୋଲିସ। ଗିରଫମାନେ ହେଲେ ବ୍ରହ୍ମପୁର ମୀନାକ୍ଷିନଗରର ସୀମାଞ୍ଚଳ…

ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍‌‌ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ…

ବୁମେରାଂ ହେଲା ରାହୁଲଙ୍କ ‘ପ୍ରେମ ଦୋକାନ’; ମୁହଁତୋଡ ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଘୃଣା ବଜାରରେ ରାହୁଲଙ୍କ ପ୍ରେମ ଦୋକାନ ବାର୍ତ୍ତା ବୁମେରାଂ ହେଲା । ପ୍ରେମର ସଉଦା ହୁଏନି । ପ୍ରେମ ବିକା ବା କିଣା ଯାଏନି..ଏମିତି କହି ରାହୁଲଙ୍କୁ   କଡା ସମାଲୋଚନା କରିଛି ବିଜେପି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନଳୀନ କୋହଲି ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ…

ଚିମନି ବିସ୍ଫୋରଣରେ ୮ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରାମଗଢବାଠାରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଥିବା ଏକ ଇଟା ଭାଟି ଚିମନିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଇଟା ଭାଟି ତଳେ ୧୨ରୁ ଅଧିକ ଲୋକ ଦବି ରହିଥିବା କୁହାଯାଉଛି।  ରାତିରେ…

ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ, ଜାନୁଆରୀ ୨ରେ ଖୋଲିବ

କଟକ :ଆଜିଠୁ ଆରମ୍ଭ ହେଲା ହାଇକୋର୍ଟଙ୍କ ଶୀତ ଅବକାଶ ।ଆସନ୍ତା ବର୍ଷ ଅର୍ଥାତ  ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ତେବେ ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି। ଏହି…

ଅନ୍ୟ ପ୍ରଜାତି ତୁଳନାରେ ବେଶୀ ସଂକ୍ରାମକ ବିଏଫ.୭

ନୂଆଦିଲ୍ଲୀ: ଚୀନରେ ଅଣାୟତ୍ତ ହେଉଛି କରୋନା । କୋଭିଡ କଟକଣା ହଟିବା ପରେ ସ୍ଥିତି ସମ୍ପୂଣ୍ଣର୍ ବିଗିଡି ଯାଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି ।   ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଥିବା…

ଭାଉଜଙ୍କ ଘରେ ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ମାମଲା ପରେ ତଦନ୍ତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ହରିଡାଖଣ୍ଡି ନିକଟ ତୃପ୍ତିନଗର ତୃତୀୟ ଲେନ୍‌ରେ ଗୁରୁବାର ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ ପାତ୍ର। ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି…

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ । ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ…