Latest Odisha News

BREAKING NEWS

Browsing Category

Uncategorized

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ବନ୍ୟା ପ୍ରଭାବରେ ବାଲେଶ୍ୱର ଜିଲ୍ଲା, ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର :  ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ…

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ପୁରୀ:  ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟାଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ ହାଉସରେ ସମୀକ୍ଷା ଓ ଆଲୋଚନା କରିଥିଲେ ।  ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ…

ବନ୍ୟାଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଜଗତସିଂହପୁର ଜିଲ୍ଲା ମହାନଦୀ ଅବବାହିକାରେ ଥିବା ରଘୁନାଥପୁର, କୋଟକଣା, ତିର୍ତ୍ତୋଲ, ଶଙ୍ଖେଶ୍ୱର, କାଠକୋଟ ଆଦି ଅଞ୍ଚଳର ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

[ଦେଖନ୍ତୁ ଭିଡିଓ] ବନ୍ୟା ପାଣିରେ ୨ ଦିନ ହେଲା ଉବୁଟୁବୁ ସାତକୋଶିଆ

ଅନୁଗୁଳ: ମହାନଦୀରେ ବନ୍ୟା ଆସିବା ଫଳରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଳକରେ ବନ୍ୟା ପାଣି ପଶିଛି । ସାତକୋଶିଆର ଟିକରପଡା ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଗତ ୨ ଦିନ ହେବ ବନ୍ୟାପାଣିରେ ବୁଡ଼ି ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ମହାନଦୀର ଜଳସ୍ତର ବଢ଼ୁଥିବାରୁ ଅନୁଗୁଳ ଜିଲ୍ଲାର କେତେକ…

ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ଟାଙ୍ଗଲାଙ୍ଗ ଲା’ରେ କଲେ ପତାକା ଉତୋଳନ

ଭୁବନେଶ୍ୱର: ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ସୋମବାର ଟାଙ୍ଗଲାଙ୍ଗ ଲା' ଶିଖର ଆରୋହଣ କରି ପତାକା ଉତୋଳନ କରିଛନ୍ତି । ହିମାଳୟର ଟାଙ୍ଗଲାଙ୍ଗ ଲା ଉପରେ ଜାତୀୟ ତ୍ରିକୋଣ (ଏମଏସଏଲ ଉପରେ ୧୭ ୫୮୨ ଫୁଟ) ଖୋଲିଛି । ମନାଲି ଲେ ଖରଦୁଙ୍ଗ ଲା ରେ ସାଇକେଲ ଚାଳନା କରି ଅଷ୍ଟମ ଦିନରେ…

ସ୍ବାଧୀନତା ସଂଗ୍ରାମ ସମୟର ନାରା: ଯାହା ଦେଶବାସୀଙ୍କ ମଧ୍ୟରେ ଭରିଥିଲା ଯୋଶ୍

ଦେଶ ସ୍ବାଧୀନତା ପାଇଁ ହଜାର ହଜାର ସ୍ବାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ । ଇଂରେଜ ସରକାରଙ୍କ ବିରୋଧରେ ସେ ସମୟରେ ଏପରି କିଛି ନାରା ଦିଆଯାଇଥିଲା ଯାହା ଆଜି ବି ସମସ୍ତଙ୍କ ହୃଦୟରେ ରୋମାଂଚ ଭରିଦିଏ । ଏଭଳି କିଛି  ପ୍ରସିଦ୍ଧ ସ୍ଲୋଗାନ ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଆପଣ ଭାଷଣ…

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

କାନପୁର ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ; ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରି ଦ୍ୱିତୀୟ ଦିନରେ କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେ, ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ର ସ୍ତରରେ କାର୍ଯ୍ୟରତ…

ଓଡ଼ିଶାରେ ଅମିତ ଶାହଙ୍କ ସ୍ବପ୍ନ ସାକାର ହେବ କି?

ରାଜ୍ୟରେ ୨୨ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର ଚାଲିଛି । 2000 ମସିହା ମାର୍ଚ 5 ତାରିଖରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ତାଙ୍କର ସରକାର ଚାଲିଛି  । ୨୦୦୯ ପର୍ଯ୍ୟନ୍ତ ବିଜେପି ନବୀନଙ୍କ ବିଜେଡି  ସହ ମେଂଟ କରି ସରକାରରେ ଥିଲା । ଆଉ ୨୦୦୯ରୁ ୨୦୨୪ ରେ ହେବାକୁ ଥିବା…