Latest Odisha News

BREAKING NEWS

Browsing Category

Uncategorized

ପ୍ରାଣୀ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନହିଁ । ସୂଚନାନୁସାରେ, ବାଲୁଗାଁ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିବା…

ଚକା ସ୍ଲିପ୍ କରି ଘାଟିରୁ ଖସିଲା କାର୍, ୬ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତିୱାର ନାଗିନଗଡ଼ କେଶୱାନରେ ଘଟଇଛି ଅଭାବନୀୟ ଘଟଣା । ଚକା ସ୍ଲିପ କରି ଘାଟିରୁ କାର ଖସିପଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ୨ ଭାଇଙ୍କର ମଧ୍ୟ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ, ଏକ କାରରେ ୬ ଜଣ ଯୁବକ ଯାଉଥିଲେ । ଘଟି ରାସ୍ତାରେ…

ବ୍ୟଙ୍ଗ : ଅପରେସନ ସକ୍ସେସଫୁଲ୍ ବଟ୍ ପେସେଣ୍ଟ ଡେଡ୍

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ...  ରାଜରାସ୍ତା ଚଉଡା ପାଇଁ ଆମ ଗାଁ ମୁଣ୍ଡ ତାରିଣୀ ମନ୍ଦିର ଓ ତା' ସଂଲଗ୍ନ ଚଉତରାକୁ ମାଟିରେ ମିଶେଇ ସରକାର ଏବେ ସେଠାରେ ଏକ ସୁଦୃଶ୍ୟ ଭବ୍ୟ ପଥପ୍ରାନ୍ତ ସୁଲଭ ଶୌଚାଳୟଟିଏ ତିଆରି କରିଛନ୍ତି । ଏହି ଶୌଚାଳୟ ତିଆରି ହେଉଥିବା ସମୟରେ ଅନେକ ଥର…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା – ପ୍ରହ୍ଲାଦ ପ୍ରଧାନ ଅନୁବାଦ – ଶୈଲେନ ରାଉତରାୟ ମନରୁ କଷାୟ ଦୋଷ କରି ଦୂରୀଭୂତ, ଯେଉଁ ନର ଶୀଳରେ ଅଟେ ସୁସମାହିତ । ସଞ୍ଜମ କରୁ ସେ ଥାଇ ସତ୍ୟଗୁଣେ ଯୁକ୍ତ, କଷାୟେ ସେହୁ ଅଧିକାରୀ ଅଟଇ ଉଚିତ ।୧୦। ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି, ସାର ବସ୍ତୁକୁ…

ସରକାରୀ ଅଧିକାରୀଙ୍କୁ ମାଡ଼ ମରା ଘଟଣା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ କାର୍ଯ୍ୟାଳୟରେ ପୋଲିସର ତଦନ୍ତ

ମୟୂରଭଞ୍ଜ : କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ମହଙ୍ଗା ପଡ଼ିଲା ସରକାରୀ ଅଧିକରୀଙ୍କୁ ମାଡ଼ ମାରିବା । ମୟୁରଭଞ୍ଜର ଦୁଇ ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବାରିପଦା କାର୍ଯ୍ୟାଳୟରେ ତଦନ୍ତ ଆରମ୍ଭ କରିଛି…

ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ୍ ବେହେରା

ଭୁବନେଶ୍ୱର: ଭାରତର ନିଷ୍ଟାଇକର୍ ଭାବରେ ସୁପରିଚିତ ସଚିନ୍ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ…

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

[ଭିଡ଼ିଓ] କୋଟିଲିଙ୍ଗେଶ୍ୱର ମନ୍ଦିରରେ କୋଟିଏ ଶିବ ଲିଙ୍ଗ

କର୍ଣ୍ଣାଟକ: ମନ୍ଦିରରେ ଗୋଟିଏ କି ଦୁଇଟି ନୁହେଁ କୋଟିଏ ଶିବଲିଙ୍ଗ । ଏହି ମହାଦେବଙ୍କ ମନ୍ଦିରରେ ପୂଜା ପାଉଛନ୍ତି ୧ କୋଟି ଶିବଲିଙ୍ଗ ।କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ…

ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଦୂର ହେଲା ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ଚିନ୍ତା । ଭକ୍ତଙ୍କ ଲାଗି ଖୁସି ଖବର । କାରଣ ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ୍ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ଭକ୍ତ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି…

କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପ୍ରଶ ପ୍ରକାଶ ପାଇସାରିଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । କେତେ ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ଲଢ଼ୁଛନ୍ତି ସ୍ପଷ୍ଟ ହୋଇ ସାରିଛି । ଆଉ ଆଉ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ କେଉଁ ଦଳରୁ କେତେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ତାହାର ତାଲିକା ଜାରି…