Latest Odisha News

BREAKING NEWS

Browsing Category

ଭାଇରାଲ୍ ଭିଡିଓ

[ଭିଡିଓ] ଅଜବ ୟୁ-ଟ୍ୟୁବରଙ୍କ ଗଜବ ଭିଡିଓ !

ଇଣ୍ଡୋନେସିଆ: ସାଧାରଣତଃ କିଛି ନିଆରା ଘଟଣା କିମ୍ବା ତାଜୁବ କରିଦେଲା ଭଳି ଭିଡିଓ ହିଁ ଆଜିକାଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ହେଲେ ଏବେ କିଛି ନ କରି ସୁଦ୍ଧା ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବାରେ ଲଗିଛି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଏହା ସତ । ଇଣ୍ଡୋନେସିଆର…

[ଭିଡିଓ] ମାଲିକ ଓ ପୋଷା କୁକୁରର ନିଆରା ଯୁଗଳବନ୍ଦୀ !

ଭୁବନେଶ୍ୱର: ସଙ୍ଗୀତରେ ଅନେକଥର ଆପଣ ଯୁଗଳବନ୍ଦୀ ଦେଖିଥିବେ ଆଉ ଉପଭୋଗ ବି କରିଥିବେ । ହେଲେ ମଣିଷ ସହ ଯଦି ଜଣେ ପଶୁ ଗୀତ ଗାଏ, ତେବେ ଏହାକୁ ଆପଣ କିପରି ଗ୍ରହଣ କରିବେ ? ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କମେଡିଆନ୍ ରୋହିତ ନାୟର ଏହି ଭିଡିଓଟିକୁ ସୋସିଆଲ୍…

[ଭିଡିଓ] ସ୍ୱାମୀ ଯଦି ସାଜେ ଅବିଶ୍ୱାସର ପ୍ରତୀକ…

ମଧ୍ୟପ୍ରଦେଶ: ସ୍ୱାମୀ ସ୍ତ୍ରୀ ସଂପର୍କରେ ଲାଗିଲା ଅବିଶ୍ୱାସ ଓ କଳଙ୍କର ଛିଟା । ପରକୀୟା ପ୍ରିତୀ ସନ୍ଦେହରେ ବିଚ୍ ରାସ୍ତାରେ ସ୍ତ୍ରୀକୁ ଅପମାନିତ କଲା ସନ୍ଦେହି ସ୍ୱାମୀ । ଏହି ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ମଙ୍ଗଳବାର ଭୋପାଳ ଝାବୁଆ ଗାଁରେ ଜଣେ…

[ଭିଡିଓ] ବୌଦ୍ଧ ସାଧୁଙ୍କ ଅଜବ କାରନାମା !

ସାନ୍ ଫ୍ରାନ୍ସିସ୍କୋ: ପାହାଡ ଚଢିବା ଚା' ପିଇବା ସହ ସମାସ୍କନ୍ଦ ନୁହେଁ । ଖାସ କରି ସଳଖ ଛିଡା ହୋଇଥିବା ପାହାଡରେ ଚଢିବା ପାଇଁ ଅନେକ ପ୍ରଫେସନାଲ ପ୍ରସ୍ତୁତି କରିଥାନ୍ତି । ହେଲେ ଏହିପରି ପାହାଡରେ ଜଣେ ବୌଦ୍ଧ ସାଧୁଙ୍କ କାରନାମା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଜଣେ…

ଭିଡିଓ ଖାକି ବର୍ଦ୍ଦିର ଦାଦାଗିରି, ଯୁବତୀଙ୍କୁ ପୋଲିସ ବାବୁଙ୍କ ନିିର୍ଘାତ ମାଡ !

ଝାଡଖଣ୍ଡ: ରକ୍ଷକ ସାଜିଛି ଭକ୍ଷକ । ନିଜ ସମସ୍ୟା ନେଇ ଥାନାକୁ ଯାଇଥିବା ଜଣେ ଯୁବତୀଙ୍କୁ ଥାନା ଅଧିକାରୀଙ୍କ ନିର୍ଘାତିଆ ମାଡ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ଯାଂଚ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ । ପ୍ରେମ ବିବାହ ସମ୍ଭନ୍ଧୀୟ ସମସ୍ୟା ନେଇ ଝାଡଖଣ୍ଡ…

[ଭିଡିଓ] ମୁଣ୍ଡରେ ନଥିଲା ହେଲମେଟ୍‌, ବର୍ବରତାର ସୀମା ଡେଇଁଲା ପୋଲିସ !

ଉତ୍ତରାଖଣ୍ଡ: ହେଲମେଟ ନ ପିନ୍ଧିବା ଜଣେ ଯୁବକଙ୍କୁୁ ମହଙ୍ଗା ପଡିଛି । ଦଣ୍ଡ ସ୍ୱରୂପ ଚାଲାଣ କି ଜେଲ ଦଣ୍ଡାଦେଶ ନୁହେଁ ଯୁବକଙ୍କଙ୍କ ମୁଣ୍ଡରେ ଚାବି ପଶେଇଲା ପୋଲିସ । ଉତ୍ତରାଖଣ୍ଡର ରୁଦ୍ରପୁରରେ ସାମ୍ନାକୁ ଆସିଛି ପୋଲିସର ବର୍ବବରତା । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ସୋମବାର ରାତି…

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି । ମେକ୍ସିକୋର…