Latest Odisha News

BREAKING NEWS

Browsing Tag

delhi police

ନିକ୍କି ଯାଦବ ହତ୍ୟା ଘଟଣା: ଷଡଯନ୍ତ୍ରରେ ସାମିଲ ଥିଲେ ଦିଲ୍ଲୀ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନିକ୍କିର ହତ୍ୟା ୫ଜଣ ମିଶି କରିଥିଲେ । ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଜଣକ ଦିଲ୍ଲୀ ପୋଲିସର କନେଷ୍ଟବଲ ।…

ପାଳିତା ମା’ର ବର୍ବରକାଣ୍ତ : ୭ ବର୍ଷର ଝିଅର ଜିଭ କାଟିଦେଲା, ଜଳନ୍ତା କୋଇଲାରେ ପକାଇ ଦେଲା

ନୂଆଦିଲ୍ଲୀ:  ଦିଲ୍ଲୀରେ ପୁଣି ଏକ ହୃଦୟଥରା ଘଟଣା । ଘଟଣା ତ ନୁହେଁ ଜଣେ ମହିଳାଙ୍କ ନିଷ୍ଠୁରତାର ଉଦାହରଣ । ରାଜଧାନୀ ଦିଲ୍ଲୀର ଆାରକେ ପୁରମ ଇଲାକାରେ ଜଣେ ମହିଳା ୭ ବର୍ଷ ବାଳିକା ସହ ଯେଉଁଭଳି ଅମାନବୀୟ ବ୍ୟବହାର ଦେଖାଇଛନ୍ତି ତାହା ଶୁଣିଲେ ମନରେ ସ୍ୱତଃସ୍ପୃତ ପ୍ରଶ୍ନ ଆସିବ, ଜଣେ ମହିଳା…

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…

ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲାରେ କାର୍ ମାଲିକ ଗିରଫ; ମୋଟ ୬ଙ୍କୁ ଧରିଲାଣି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳୀଙ୍କୁ କାର୍‌ରେ ୧୩ କିମି ଘୋଷାରି ହତ୍ୟା କରିବା ଘଟଣାରେ କାର୍ ମାଲିକ ଆଶୁତୋଷକୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣା କରିଥିବା ବାଲେନୋ କାରରଟି ଅଶୁତୋଷଙ୍କର ଜଣାପଡ଼ିବା ପରେ ଶୁକ୍ରବାର…

ଦିଲ୍ଲୀ ପୋଲିସକୁ ଘାରିଛି ନୂଆବର୍ଷ ପାର୍ଟି ଭୟ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ନୂଆବର୍ଷକୁ ସ୍ୱାଗତ କରିବାକୁ ଚଳଚଞ୍ଚଳ ହୋଇଉଠିଛି ଦେଶର ରାଜଧାନୀ ଦିଲ୍ଲୀ । ୨ ବର୍ଷ ପରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ମିଳିଥିବାରୁ ରାସ୍ତାଘାଟ ଗହଳି ହେବାର ଆଶଙ୍କା ରହିଛି । ତେଣୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ବ୍ୟାପକ ପୋଲିସ ମୁତୟନ…

ଶ୍ରଦ୍ଧା ମର୍ଡର କେସ- ଅଫତାବ୍ ବିରୋଧରେ ମିଳୁନି ପ୍ରମାଣ, ଚିନ୍ତାରେ ପୋଲିସ

ଦିନକୁ ଦିନ ରହସ୍ୟମୟ ହେଉଛି ଶ୍ରଦ୍ଧା ହତ୍ୟାକାଣ୍ଡ  । ରହସ୍ୟର ପର୍ଦ୍ଦାଫାଶ କରିବା ଦିଲ୍ଲୀ ପୋଲିସ ପାଇଁ  ଏବେ ଚାଲେଞ୍ଜ ହୋଇଗଲାଣି । ଗିରଫ ଅଫତାବର  କ୍ରୁର  ବ୍ୟବହାର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି । କାରଣ ଅଫତାବ ବୟାନ ସହ ଏବଂ ପ୍ରମାଣ ମେଳ ଖାଉନି  ।  ଫଳରେ…

ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ନୂଆଦିଲ୍ଲୀ:ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ…

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ…

କାହିଁକି ଗିରଫ ହେଲେ ଅଲଟ ନ୍ୟୁଜର ସହ ପ୍ରତିଷ୍ଠାତା ଜୁବେର ?

ନୂଆଦିଲ୍ଲୀ: ଅଲଟନ୍ୟୁଜର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ଜୁବେର ଅନେକ ସମୟରେ ଧାର୍ମିକ ଭାବାବେଗକୁ ଆଘାତ ଦେବା ଭଳି ପୋଷ୍ଟ ସୋସିଆଲ ମିଡିଆରେ କରୁଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିବା କହିଛି । ବିଶେଷ କରି ଦୁଇ ସଂପ୍ରଦାୟ ଭିତରେ  ଦଙ୍ଗା ଉସୁକାଇବା…

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…