ମାଷ୍ଟରସେଫ୍ ଇଣ୍ଡିଆ ସିଜନ୍-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ
ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଙ୍ଗ ରିଆଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ବିଜେତା ହୋଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ । ୨୭ ବର୍ଷର ଅବିନାଶ ନାୟକ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୬’ର ଟାଇଟଲ ହାତେଇବା ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି । ଓଇନ୍ଦ୍ରିଲା ବାଲା(୩୫)…