କରୋନା ଭାଇରସ୍ ସନ୍ଦେହରେ ଆଉଜଣେ ରୋଗୀ ଏସସିବିରେ ଭର୍ତ୍ତି
କଟକ: କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ କରୋନା ଭାଇରସ ସନ୍ଦେହରେ ୮ଜଣ ରୋଗୀ ଏପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।
ଏସସିବି ମେଡ଼ିକାଲ (ହେଲଥ ଏଣ୍ଡ ଟେକନିକାଲ)ର ନିର୍ଦ୍ଦେଶକ ଡଃ ସିବିକେ ମହାନ୍ତି ସୂଚନାଦେଇ କହିଛନ୍ତି ଯେ, ଚାଇନାର ହୁବେଇ ପ୍ରୋଭିନ୍ସ…