Latest Odisha News

BREAKING NEWS

ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ୮ ଦଫା ଦାବିରେ ଆଜିଠୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି । ଯାହାଫଳରେ ଜାନୁୟାରୀ ୩୧ ତାରିଖ ଓ ଫେବୃଆରୀ ୧ ତାରିଖ ଧର୍ମଘଟ ଯୋଗୁଁ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ । ପ୍ରାପ୍ତ ସୂଚନାନୁଯାୟୀ ୱେଜ ସେଟଲମେଣ୍ଟ,…

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (it is the best of the times and…

ଆମେରିକାର ରକ୍ଷା ବଜେଟ; ଭାରତର ସମ୍ପୂର୍ଣ୍ଣ ବଜେଟର ୨ ଗୁଣ !

ଭୁବନେଶ୍ୱର:ଭାରତର ୨୦୨୦ ବଜେଟ ଅନ୍ତିମ ସ୍ପର୍ଶ ଅପେକ୍ଷାରେ । ୨୦୧୯-୨୦ରେ ଭାରତର ବଜେଟ ୨୭.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହାକୁ ଆମକୁ ବଡ ଲାଗୁଥିଲେ ମଧ୍ୟ ଚାଇନାରେ କେବଳ ଶିକ୍ଷା ବାବଦକୁ ୨୯.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ଭାରତର ଓଭରାଲ ବଜେଟଠାରୁ ଅଧିକ ।…

ଦିଲ୍ଳୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: ବଢ଼ିବ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏନେଇ ନିର୍ବାଚନ କମିଶନ ମଂଜୁରୀ ଦେଇଛନ୍ତି । ସୂଚନା ମୁତାବକ, ଗୃହ ମନ୍ତ୍ରାଳୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟକାଳ ଏକ ମାସ ବଢ଼ାଇବା ଲାଗି ଅନୁରୋଧ କରିଥିଲେ ।…

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ନିୟମିତ ଭାବେ ସମୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା କ୍ୟାବିନେଟ ସଚିବ ୪ଟି ବୈଠକ ଆୟୋଜନ…

‘ଆଇଆଇଏମ୍‍ସି’ରେ ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ମହାତ୍ମ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ । ସାଧାରଣ ଲୋକଙ୍କ ସମସ୍ୟାକୁ ଖବରକାଗଜ ମାଧ୍ୟମରେ ଉପସ୍ଥାପନ କରୁଥିଲେ ଗାନ୍ଧୀ । ତାଙ୍କ ଭାଷା ଥିଲା ଅତି ସାଧାରଣ ଓ ସ୍ପଷ୍ଟ । ଏହାସହ ଜଣେ ଉଚ୍ଚକୋଟୀର ଉନ୍ନୟନମୂଳକ ସାମ୍ବାଦିକ ଭାବେ ସେ ସାରା ବିଶ୍ୱରେ…

ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବ ସଂସଦର ବଜେଟେ ଅଧିବେଶନ  । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଶର ଆର୍ଥିକ ସ୍ଥତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି । ଏଥିସହ ସାମ୍ପ୍ରତିକ ବୈଶ୍ୱିକ…

ଭିକାରୀଙ୍କ ପାଇଁ ଖୋଲିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର: ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ସରକାର ଚିନ୍ତା କରିଛନ୍ତି । ସେମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣିକି ଭିକ୍ଷା ମାଗୁଥିବା ଲୋକଙ୍କ ପାଇଁ ଖୋଲାଯିବ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି…

ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ: ମାର୍ଚ୍ଚକୁ ଘୁଞ୍ଚିଲା ଭୋଟିଂ

ଲଣ୍ଡନ: ଭାରତର ନାଗରିକତା ସଂଶୋଧନ ଆଇନ ମାମଲାରେ କୁଟନୈତିକ ବିଜୟ ହୋଇଛି । ନାଗରିକତା ସଂଶୋଧନ ଆଇନ ଭାରତରେ ଚହଳ ପକାଇଥିବାବେଳେ ଏହା ୟୁରୋପୀୟ ସଂସଦକୁ ପହଂଚିଯାଇଛି । ୟୁରୋପୀୟ ସଙ୍ଘର ବିଦେଶ ବ୍ୟାପାର ବିଭାଗର ଉଚ୍ଚ ପ୍ରତିନିଧି ଯୋସେଫ ବୋରେଲ ‘ରାୟସିନା କାର‌୍ୟ୍ୟକ୍ରମ’ ପାଇଁ ଭାରତ…

ଭୁବନେଶ୍ୱରରେ ଜାରି ରହିବ ବାର୍ଡ ଫ୍ଲୁ ସର୍ଭେ, କେନ୍ଦ୍ରୀୟ ଟିମ୍ କରିବେ ଅନୁଧ୍ୟାନ

ଭୁବନେଶ୍ୱର: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କକୁ ଆଖି ଆଗରେ ରଖି ଅନ୍ୟ ଅଂଚଳରେ ଭାଇରସର ପ୍ରସାରକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ସର୍ଭେ ଜାରି ରହିବ ବୋଲି ଓଡିଶା ସରକାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରୀୟ ଟିମର ଉପସ୍ଥିତିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ…