ମାନସିକ ଚାପ ଶରୀର ଉପରେ ପ୍ରଭାବ ପକାଉଛି: ସ୍ୱାମୀନାଥନ୍
ଭୁବନେଶ୍ୱର: ମାନସିକ ଚାପ ମଣିଷର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଶରୀରର
ଅନେକ କ୍ଷତି ମଧ୍ୟ ଘଟିଥାଏ ।
ଅତ୍ୟଧିକ ଚିନ୍ତା ମୃତ୍ୟୁର ଅନ୍ୟ ଏକ କାରଣ । ତେଣୁ ମଣିଷକୁ ସବୁ ସମୟରେ ଆନନ୍ଦିତ ରହିବା ଉଚିତ୍ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବକ୍ତା ଇ. ଭି.…