୨୬ରେ ସୂର୍ଯ୍ୟପରାଗ: ରାଜଧାନୀର ଏହିସ୍ଥାନ ଗୁଡିକରେ ଦେଖିପାରିବେ ମହାଜାଗତିକ ଦୃଶ୍ୟ
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ ତାରିଖ ସକାଳେ ରାଜ୍ୟରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ । ଏହାକୁ ସୁରକ୍ଷିତ ଭାବେ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।
ଭୁବନେଶ୍ୱରରେ ଥିବା ପଠାଣି ସାମନ୍ତ ପ୍ଲାନିଟୋରିୟମ ଜନସାଧାରଣଙ୍କୁ ସୂର୍ଯ୍ୟ…