ପ୍ରେମ ବିଗାଡୁଛି ଋଷଭ ପନ୍ଥଙ୍କ ପ୍ରଦର୍ଶନ !
ମୁମ୍ବାଇ: ଏବେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ଋଷଭ ପନ୍ଥ ସବୁଠାରେ ଚର୍ଚ୍ଚାର କାରଣ ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଦୃଷ୍ଟିକଟୁ ସାଜିଥିବା ପନ୍ଥ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସେତେଟା ସଫଳ ହୋଇ ନାହାନ୍ତି ।
ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରୁ…