Latest Odisha News

BREAKING NEWS

ପହିଲିଭୋଗ: ମା’ଯଶୋଦାଙ୍କ ହାତ ରନ୍ଧା ଖାଇବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ । ଧନୁସଂକ୍ରାନ୍ତି ଦିନଠାରୁ ମା’ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ୍ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ…

ଜନ୍ମଦିନରେ ହେଲା ଦୁଃଖଦ ମୃତ୍ୟୁ; ଟ୍ରକ୍ ଧକ୍କାରେ ଉଡ଼ିଗଲା ମା-ପୁଅଙ୍କ ପ୍ରାଣବାୟୁ !

ଅନୁଗୁଳ: ଶୁଭ ଜନ୍ମ ଦିନଟି ଯେ ଦିନେ ଅଶୁଭ ଖବର ଆଣିଦେବ କେହି ଏହା ଆଶା କରିନଥିଲେ । ଏହି ଶୁଭ ଜନ୍ମଦିବସରେ ହିଁ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛନ୍ତି । ସଡ଼କ ଦୁର୍ଘଟଣାରେ ମା-ପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅନୁଗୁଳ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନାନୁଯାୟୀ,…

୨୦୦୨ ଗୁଜୁରାଟ ଦଙ୍ଗା: ନରେନ୍ଦ୍ର ମୋଦିଙ୍କୁ ନାନାବତୀ-ମେହେଟା କମିଶନଙ୍କ କ୍ଲିନଚିଟ୍

ନୂଆଦିଲ୍ଲୀ: ୨୦୦୨ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ପ୍ରଦାନ କରିଛନ୍ତି ନାନାବତୀ-ମେହେଟା କମିଶନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା…

ଭୁବନେଶ୍ୱରରୁ ଜବତ ହେଲା ୫୦ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସହିଦ ନଗର ଅଞ୍ଚଳରୁ ଗୁରୁବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୫୦ ଲକ୍ଷ ଟଙ୍କା ମୂଲ୍ୟର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ପେଶାଲ୍ ସ୍କ୍ୱାଡ୍ ଉକ୍ତ ଗୋଦାମ…

୫-ଟି ଅଧୀନରେ ପରିଚାଳିତ ହେବ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗକୁ ୫ଟି କାର୍ଯ୍ୟକାରିତା ଅଧିନକୁ ଆଣିବା ନିମନ୍ତେ ଗୁରୁବାର ଦିନ ପଦକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ୧୭ ସୂତ୍ରୀ ଆକ୍ସନ ପ୍ଲାନ…

ଝାଡ଼ଖଣ୍ଡ ନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୧୪ % ମତଦାନ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାେ ଲାଗି ଗୁରୁବାର ଦିନ ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ଭୋଟଗ୍ରହଣ । ଆଜି ୧୭ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ସକାଳ ୭ଟାରୁ ଭୋଟଗ୍ରହଣ ଚାଲୁ ରହିଛି । ଦିନ ଗୋଟାଏ ସୁଦ୍ଧା ୪୫ ପ୍ରତିଶତ ମଦଦାନ ହୋଇଥିବା ସୂଚନା ମିଳିଛି । 45.14% voter…

ଆସନ୍ତାକାଲି ଭୁବନେଶ୍ୱର, କଟକ ଓ ପୁରୀର ଏହିସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ଆସନ୍ତା ଡିସେମ୍ବର ୧୩ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତିଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।…

ଫାଶୀଦଣ୍ଡ ଲାଗି ଚାଲିଛି ଜହ୍ଲାଦ ଖୋଜା; ଖୁବଶିଘ୍ର ଝୁଲିବେ ନିର୍ଭୟାକାଣ୍ଡର ଦୋଷୀ !

ନୂଆଦିଲ୍ଲୀ: ଲୋମହର୍ଷକ ତଥା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଖୁବଶିଘ୍ର ଫାଶି ହେବାନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରସାରିତ ହେବାରେ…

ମୋବାଇଲ୍ ଧରିଲେ ମିଳିବ ଦଣ୍ଡ; ମାଲକାନଗିରିରେ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି: ମାଲକାନଗିରିରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମାଓବାଦୀମାନେ । ଏପରିକି ଗ୍ରାମବାସୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ମୃତ୍ୟୁଦଣ୍ଡ ମିଳିବ ବୋଲି ଚେତାବନୀ ଦିଆଯାଇଛି । ଯାହାଫଳରେ ଅଣ୍ଡ୍ରାପଲ୍ଲୀ ପଞ୍ଚାୟତର କଟରା ଓ ଅରାପଦାର…

ଝାଡ଼ଖଣ୍ଡ ନିର୍ବାଚନ: ଆଜି କେଉଁ ୧୭ଟି ଆସନରେ ହେଉଛି ନିର୍ବାଚନ, ଜାଣନ୍ତୁ…

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୭ଟି ଆସନରେ ଅନୁଷ୍ଠିତ ହେଉଛି ମତଦାନ । ଝାଡ଼ଖଣ୍ଡର ୮ଟି ଜିଲ୍ଲାରେ ଥିବା ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ସମୁଦାୟ ୩୦୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । पश्चिमी सिंहभूम: जिले के ईचागढ़…