ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !
କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର…