ସାଂସଦ ପ୍ରଜ୍ଞା ଠାକୁରଙ୍କୁ ପାର୍ଲାମେଣ୍ଟ୍ର ପ୍ରତିରକ୍ଷା ପାନେଲରୁ ବାଦ୍ ଦେଲା ବିଜେପି
ନୂଆଦିଲ୍ଲୀ: ଭୋପାଳ ଲୋକସଭା ସାଂସଦ ତଥା ବିଜେପି ନେତ୍ରୀ ସ୍ୱାଧି ପ୍ରଜ୍ଞା ଠାକୁରଙ୍କୁ ସଂସଦୀୟ ପ୍ରତିରକ୍ଷା ପାନେଲରୁ ବାଦ୍ ଦେଇଛି ବିଜେପି ।
ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟିମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ,ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ବୁଧବାର ଦିନ ମହାତ୍ମା…