Latest Odisha News

BREAKING NEWS

ପରଦାକୁ ପୁଣି କମବ୍ୟାକ୍ କରୁଛନ୍ତି ଅମ୍ଲାନ୍ ଓ ଶ୍ରଦ୍ଧା ଯୋଡି

ଭୁବନେଶ୍ୱର: ଅନେକ ଦିନ ପରେ ପୁଣି ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ଅମ୍ଲାନ୍ ଓ ଚୁଲବୁଲି ଶ୍ରଦ୍ଧା । ତାଙ୍କ ଅଭିନିତ ଓଡିଆ ଫିଲ୍ମ ‘ରାଜା ସାହେବ’ର ସୁଟିଂ ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି । ‘ରୁଦ୍ରାଲି ଫିଲ୍ମସ୍’ ଦ୍ୱାରା ନିର୍ମିତ ଏହି…

ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ ମ୍ୟାଚ: ପ୍ରସ୍ତୁତି ସମୀକ୍ଷା କଲେ ଡିସିପି

କଟକ: ଡିସେମ୍ବର ମାସ ୨୨ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରର ହେବାକୁ ଯାଉଛି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଡିସିପି ଓ ଓସିଏ କର୍ତ୍ତୃପକ୍ଷ । ଓସିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଟକ ଡିସିପି ପୁରା ପ୍ରସ୍ତୁତି ଓ…

କେନ୍ଦ୍ରାପଡ଼ାର ଗହୀରମଥାରେ ପହଞ୍ଚିଲେ ଅଲିଭ୍ ରିଡ଼ଲେ କଇଁଛ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ଉପକୂଳରେ ବିରଳ ଅଲିଭ୍ ରିଡ଼ଲେ କଇଁଛ ହଜାର ହଜାର ସଂଖ୍ୟାରେ ଆସି ପହଞ୍ଚିଛନ୍ତି । ପ୍ରତିବର୍ଷ ନଭେମ୍ବର ଓ ଡ଼ିସେମ୍ବର ମାସ ବେଳକୁ ଓଡ଼ିଶାର ଋଷିକୂଲ୍ୟା ଓ ଗହୀରମଥା ଉପକୂଳକୁ ପ୍ରଜନନ ଓ ଅଣ୍ଡାଦେବାକୁ ଏହି ଅଲିଭ୍ ରିଡ଼ଲେ କଇଁଛ ଆସିଥାଆନ୍ତି…

‘ଏକଲବ୍ୟ ପୁରସ୍କାର ୨୦୧୯’ ପାଇଁ ଯୋଗ୍ୟ ବିବେଚିତ ହେଲେ ଝିଲ୍ଳୀ ଦଳବେହେରା

ଭୁବନେଶ୍ୱର: ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରୋତଳକ ଝିଲ୍ଳୀ ଦଳବେହେରା ୨୦୧୯ ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୭ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ…

ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି | ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ…

ପାରାଦୀପ ବନ୍ଦରରେ ଯୁଦ୍ଧଜାହାଜ ଦେଖିବାକୁ ଲୋକଙ୍କ ଭିଡ଼

ପାରାଦୀପ: ପାରାଦୀପ ବନ୍ଦରରେ ଲାଗିଛି ଭାରତୀୟ ନୌସେନାର ଦୁଇ ଯୁଦ୍ଧଜାହାଜ ଆଇ ଏନ୍ ଏସ୍ ରାଣା ଓ ଆଇ ଏନ୍ ଏସ୍ ଘଡିଆଳ। ଏହାକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାରାଦ୍ବୀପ ରେ ରହିବାକୁ ଥିବା ଏହି ଜାହାଜକୁ ଦେଖିବାର…

ଡିସେମ୍ବର ୮ରେ ଉତ୍କଳ ୟୁନିଭର୍ସିଟି ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କେବିନ୍ଦା ଆସନ୍ତା ୮ ତାରିଖରେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ସେସନରେ ଯୋଗ ଦେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର…

ଓଡ଼ିଶା ସରକାରଙ୍କ ‘୫-ଟି’ କୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର: ସ୍ୱଚ୍ଛତା ତଥା ଉତ୍ତମ ଶାସନ ବଜାୟ ରଖିବାଲାଗି ଓଡ଼ିଶା ସରକାର ଯେଉଁ ‘୫-ଟି’ ନୀତି ଅବଲମ୍ବନ କରିଛନ୍ତି ତାହାକୁ ନୀତି ଆୟୋଗ ସମର୍ଥନ କରିବା ସହିତ ପ୍ରଶଂସା କରିଛି । ରାଜ୍ୟର ଶିକ୍ଷା ପଦ୍ଧତିର ବିକାଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୫ଟି ର ଏଜେଣ୍ଡା କାର୍ଯ୍ୟକାରୀ କରିଥିଲେ ।…

ଐତିହାସିକ ଦିବା-ରାତ୍ର ଟେଷ୍ଟ ସହ ୨-୦ରେ ଶୃଙ୍ଖଳା ଜିତିଲା ଭାରତ

କୋଲକାତା: ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରି ଭାରତ କୋଲକାତାଠାରେ ଅନୁଷ୍ଠିତ ହେଉଥିବା ଐତିହାସିକ ଦିବାରାତ୍ର ମ୍ୟାଚ୍ ଜିତିପାରିଛି । କୋଲକାତା ଟେଷ୍ଟରେ ବିଜୟ ହାସଲ କରିବା ସହିତ ଭାରତ ଏହି ଶୃଙ୍ଖଳାକୁ ୨-୦ରେ ଜିତିପାରିଛି । 9/78 from @ImIshant & it's all…

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା: ସମସ୍ତ ପକ୍ଷକୁ ନୋଟିସ ଜାରି କଲେ କୋର୍ଟ, ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳୁ ନାଟକୀୟ ଢଙ୍ଗରେ ରାଜନୈତିକ ପରିବର୍ତ୍ତନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ…