Latest Odisha News

BREAKING NEWS

ଚଳଚ୍ଚିତ୍ର ‘ରାମ ନାମ ସତ୍ୟ ହେ’ରେ ଡେବ୍ୟୁ କରିବେ ଏହି ନବାଗତ ଯୋଡି

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଥିବା ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ରାମ ନାମ ସତ୍ୟ ହେ'ରେ ଦେଖିବାକୁ ମିଳିବ ଦୁଇଟି ନୂଆ ମୁଁହ । ଏହି ଚଳଚିତ୍ରର ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ନବାଗତ ନାୟକ ସାଜନ ବିଶ୍ୱାଳ ଓ ନାୟିକା ନମିତାଙ୍କ ଯୋଡିକୁ । ଏହି ଚଳଚ୍ଚିତ୍ର ଜରିଆରେ ରୂପେଲି ପରଦାରେ…

ନାବାଳକ ଦେହରୁ ବାହାରିଲା ଭଙ୍ଗା ସିରିଞ୍ଜ୍ !

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ଦୁଃଖଦାୟକ ଘଟଣା ଚିକିତ୍ସା ସେବାର ଚରମ ଅବହେଳାକୁ ପଦାରେ ପକାଇ ଦେଇଛି । ମାତ୍ର ୩ ବର୍ଷର ବାଳକର ପେଟରୁ ବାହାରିଛି ଏକ ଭଙ୍ଗା ସିରିଞ୍ଜ୍ । ମିଳିଥିବା ସୂଚନାନୁଯାୟୀ, ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ ମୋହନଖାଲି ଗ୍ରାମର ସୀତାକାନ୍ତ ପଣ୍ଡା ନାମକ ଜଣେ ବ୍ୟକ୍ତି…

ବିଜେପୁର ନିର୍ବାଚନରେ କଂଗ୍ରେସ ପରାଜିତ ହେବ; ସ୍ୱୀକାର କଲେ ସୁର ରାଉତରାୟ

ବରଗଡ଼: ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଜେପୁରରେ ପ୍ରଚାର ସରଗରମ ହେବା ସହିତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଶାସକ ବିଜେଡ଼ି ଓ ବିଜେପିର ଜୋରସର୍ ପ୍ରଚାରକୁ ଲକ୍ଷ୍ୟ କରି କଂଗ୍ରେସ ଏହି ନିର୍ବାଚନରେ ପରାଜିତ ହେବା ନିଶ୍ଚିତ…

ମାଟି ତଳର ଅଦ୍ଭୁତ ସହର, ଦେଖିଲେ ଝଲସିଯିବ ଆଖି !

ଭୁବନେଶ୍ୱର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ସହର ଅଛି ଯାହା ସମ୍ପୂର୍ଣ୍ଣ ଭାବେ ମାଟି ତଳେ ରହିଛି । ଲୋକଙ୍କ ରହିବା ଠାରୁ ଆରମ୍ଭ କରି, ଦୋକାନ ବଜାର ସବୁ ରହିଛି ମାଟି ତଳେ । ଦକ୍ଷିଣ ଅଷ୍ଟ୍ରେଲିୟାରେ ଥିବା ଏହି ସହରର ନାମ ହେଉଛି କୁବର ପେଡୀ । ଏହି ସହର ଲୋକ ସବୁ ମାଟି…

ଅଜଣା ଗାଆଁରେ ଝିଅଟିଏ

ଗାନ୍ଧୀ ଗାଥା ଅଜଣା ଗାଆଁରେ ଝିଅଟିଏ ଦାଶ ବେନହୁର ଝିଅଟି ବିଷୟରେ ଶୁଣି ଗାନ୍ଧିଜୀ ଲୋକଙ୍କ ସହ କଥାବାର୍ତ୍ତା କରିବେ କ’ଣ, କହିଲେ “ଆପଣମାନେ ଆଲୋଚନା କରୁଥାଆନ୍ତୁ ମୁଁ ସେ ଝିଅଟିକୁ ଦେଖିଆସେ ।” ତାଙ୍କୁ ବା ମନା କରିବ କିଏ? ତାଙ୍କ ସହିତ ଆଉ କେତେଜଣ ଉଠୁଥିଲେ । ହେଲେ…

ବଡ଼ ପରଦାରେ ନଜର ଆସିବେ ଭାରତର ଏହି ଦୁଇ ଷ୍ଟାର କ୍ରିକେଟର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଏହି ଦୁଇ ମହାନ ଖେଳାଳି ଖୁବଶୀଘ୍ର ନଜର ଆସିବାକୁ ଯାଉଛନ୍ତି ବଡ଼ ପରଦାରେ । ଅଫସ୍ପିନର୍‌ ହରଭଜନ୍‌ ସିଂହ ଓ ଅଲରାଉଣ୍ଡର ଇର୍ଫାନ୍‌ ପଠାନଙ୍କୁ ଖୁବଶୀଘ୍ର ୨ଟି ଭିନ୍ନ ଭିନ୍ନ ତାମିଲ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଇର୍ଫାନ୍‌ ନିଜ ଟ୍ୱିଟର…

ବିଜେପୁରରେ ନବୀନଙ୍କ ଜୋରଦାର୍ ପ୍ରଚାର

ବରଗଡ: ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ନିର୍ବାଚନୀ ପ୍ରଚାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ଫଟୋରେ ଥିବା ଏଇ କୁନି ଝିଅଟି ବଲିଉଡର ଜଣେ ସଫଳ ନାୟିକା, ଜାଣନ୍ତୁ କିଏ

ମୁମ୍ବାଇ: ଫଟୋରେ ଦେଖୁଥିବା ଏହି କୁନି ଝିଅଟିକୁ ଚିହ୍ନି ପାରୁଛନ୍ତି କି? ଭଲକରି ଲକ୍ଷ କରନ୍ତୁ ତାର ଆଖି, ଓଠ ଆଉ ହାସକୁ । ଠିକ କହିଛନ୍ତି, ଇଏ ହେଉଛନ୍ତି ବଲିଉଡର ଛୋଟେ ନବାବ ସୈଫଙ୍କ ଚୁଲବୁଲି କନ୍ୟା ସାରା ଅଲ୍ଲୀ ଖାନ । ଏହା ହେଉଛି ସାରାଙ୍କ ପିଲାଦିନର ଫଟୋ । ସାରାଙ୍କ ସହ ଏହି ଫଟୋରେ…

ନୟାଗଡରେ କଲେଜ ଛାତ୍ରଙ୍କୁ ଆକ୍ରମଣ

ନୟାଗଡ: ପୁରୀ ଜିଲ୍ଲାର ଏସସିଏସ୍ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କୁ କିଛି ଦୃର୍ବୁତ୍ତ ଫତେଗଡ ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ବୁଧବାର ଦିନ ଆକ୍ରମଣ କରିଥିବା ବେଳେ ନୟାଗଡ ଜିଲ୍ଲା ସଦର ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ…

ଧନତେରାସରେ କିଣନ୍ତୁ ଏହିସବୁ ଜିନିଷ, ଘରକୁ ଆସିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ଆଗକୁ ଆସୁଛି ଧନତେରାସ । ଧନତେରାସର ଶୁଭ ମୁହୂର୍ତ୍ତରେ ଦ୍ରବ୍ୟ କିଣିଲେ ଶୁଭ ଓ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି।  ଆଜି ଆମେ ଆପଣଙ୍କୁ ଜଣାଇବୁ କାହିଁକି ପାଳନ କରାଯାଏ ଧନତେରାସ ଏବଂ ଏହି ଦିନ କଣ କିଣିବା ଉଚିତ ଓ ଅନୁଚିତ । କାହିଁକି ପାଳନ କରାଯାଏ ଧନତେରାସ:…