Latest Odisha News

BREAKING NEWS

ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡି ଯୁବକ ମୃତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପହଙ୍ଗା ଗ୍ରାମରେ ଦୂର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଘଟିଛି ଏକ ବଡ଼ ଅଘଟଣ । ଗାଁ ନିକଟ ଗଣ୍ଡାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ମୃତ ଯୁବକଙ୍କ ନାମ ଦେବାଶିଷ ଜେନା ବୋଲି ଜଣା ପଡ଼ିଛି। ଦେବାଶିଷଙ୍କ ଘର…

ଓଡ଼ିଆ ଯୁବକଙ୍କ ନିଆରା ‘ଗଛ ବଞ୍ଚାନ୍ତୁ’ ଅଭିଯାନ; ଅଟୋରେ କରୁଛନ୍ତି ଭାରତ ଭ୍ରମଣ

ଅନୁଗୁଳ: ଗଛ ବଞ୍ଚାଇବା ଲାଗି ଦିଲ୍ଲୀପ କୁମାର ସାହୁ ନିଆରା ଢଙ୍ଗରେ ବୁଲି ବୁଲି ଲୋକମାନଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି । ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତିଠାରୁ ସେ ଏକ ଅଟୋରେ ଆରମ୍ଭ କରିଛନ୍ତି ତାଙ୍କର ଭାରତ ଭ୍ରମଣ କାର୍ଯ୍ୟକ୍ରମ । ବୃକ୍ଷ ହିଁ ଜୀବନ ଏହି ବାର୍ତ୍ତାନେଇ ୩୮…

ଜାଣନ୍ତୁ, କିପରି ଚିହ୍ନିବେ ଅସଲି ମହୁ !

ଭୁବନେଶ୍ୱର: ଆଜିର ସମୟରେ ପ୍ରାୟତଃ ସବୁ ଜିନିଷର ନକଲ ବଜାରକୁ ଆସିଗଲାଣି । ଡାଲି ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ଗୁଡିକର ଅବିକଳ ନକଲି ଜିନିଷ ବଜାରରେ ମିଳୁଛି । ଯାହାକୁ ଚିହ୍ନିବା ଏକ ପ୍ରକାରର ମୁସ୍କିଲ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମହୁ ଭଳି ଏକ ଉପକାରୀ ସାମଗ୍ରୀ…

ସୋସିଆଲ ମିଡ଼ିଆର ପ୍ରଭାବ; ଲାଞ୍ଚ ମାଗି ଚାକିରୀରୁ ନିଲମ୍ବିତ ହେଲେ କନଷ୍ଟେବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଟାଉନ ଥାନା କନଷ୍ଟେବଳ ଜଣେ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବୁଧବାର ଦିନ ନିଲମ୍ବିତ ହୋଇଛନ୍ତି । ମିଳିଥିବା ସୂଚନା ଆନୁସାରେ, କନଷ୍ଟେବଳ ସଂକୀର୍ତ୍ତନ ପଟେଲ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ସୋସିଆଲ…

ଖେଳ

ଖେଳ ମୁକୁଲ୍ ମିଶ୍ର ଘଣ୍ଟା ପ୍ରତି ଶହେ କିଲୋମିଟର ବେଗ ଆଉ ନିଜ ଭିତରୁ ଉଠି ଆସୁଥିବା ଅଇ ସହ ଯୁଝୁଥିଲା ବେଳେ ଯେମିତି ଝର୍କା ବାଟେ ଅଦେଖା ରହିଯାଏ ସାରାଟା ପୃଥିବୀ, ସେମିତି ହିଁ ତୁ ତୋ ଭିତରେ ବୁଡିଥିବୁ ଆଉ ତୋର ମତେ ତୋଳି ପାରିନଥିବା ଆଖିର ଉହାଡରେ ଠିକ୍ ଗୋଟେ ଦୃଶ୍ୟ ଭଳି…

ଦେଖନ୍ତୁ ଭିଡିଓ; କିପରି ହାତରେ ମଦ ବୋତଲ ଧରି ନାଚୁଛନ୍ତି କଳିଯୁଗର ରାବଣ

ଭୁବନେଶ୍ୱର: ସାରାଦେଶରେ ଦଶହରା ପର୍ବ ଖୁବ ଧୁମଧାମରେ ପାଳନ କରାଯାଇଛି । ମାଆଙ୍କୁ ମେଲାଣି ସହ ପ୍ରାୟତଃ ସମସ୍ତ ସ୍ଥାନରେ ରାବଣପୋଡି ମଧ୍ୟ ଖୁବ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଅଧର୍ମ ଉପରେ ଧର୍ମ ଓ ସତ୍ୟ ଉପରେ ଅସତ୍ୟର ବିଜୟକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ଆମେ…

କ୍ୱାଲାଲୁମ୍ପୁରରେ ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀ: ସମ୍ମାନିତ ହେଲେ ସୋଆ ଡେଣ୍ଟାଲ୍ ଡିନ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସର ଡିନ୍ ପ୍ରଫେସର ନୀତା ମହାନ୍ତି ବେଷ୍ଟ ଡେଣ୍ଟାଲ୍ ଆଡମିନିଷ୍ଟ୍ରେଟର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରଫେସର ମହାନ୍ତିଙ୍କୁ ମାଲେସିଆର କ୍ୱାଲାଲୁମ୍ପୁର ଠାରେ…

ମାଲକାନଗିରିରେ ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ସଚିବ ପାଣ୍ଡିଆନ; ବୁଲି ଦେଖିଲେ ଡ଼ାକ୍ତରଖାନା

ମାଲକାନଗିରି: କିଛିଦିନ ତଳେ ଓଡ଼ିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ' ମୋ ସରକାର' କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବୁଧବାର ଦିନ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ '୫-ଟି' ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।…

ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…

ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର । ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର…

ଆରମ୍ଭ ହେଲା ରାଜଧାନୀରେ ଭସାଣୀ ଉତ୍ସବ, ଜାଣନ୍ତୁ ଟ୍ରାଫିକ କଟକଣା

ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଭସାଣୀ ଉତ୍ସବ ଲାଗି ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପରାମର୍ଶ ମୂଳକ ସୂଚନା ଜାରି ହୋଇଛି । ଭୁବନେଶ୍ୱରରେ ମୂର୍ତ୍ତି…