ଗୁଜୁରାଟ ଘାଟିରେ ଓଲଟିଲା ବସ୍; ୨୧ ମୃତ
ବନାସକାଣ୍ଠ: ଗୁଜୁରାଟର ବନାସକାଣ୍ଠ ଜିଲ୍ଲା ଅନ୍ତର୍ଗତ ଅମ୍ବାଜି ନିକଟରେ ଥିବା ତ୍ରିଶୂଳିଆ ଘାଟିରୁ ସୋମବାର ଦିନ ଏକ ବସ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୩୨ରୁ ଅଧିକ ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୧୪ ଜଣ ପୁରୁଷ ଓ ୩ ଜଣ…