ଦେଖନ୍ତୁ: ରାଜଧାନୀରେ ରୋଡ଼-ରୋମିଓଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ୍
ଭୁବନେଶ୍ୱର: ଛାତ୍ରୀଙ୍କୁ ପିଛା କରିକରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ମାଡ଼ ଖାଇଛନ୍ତି ଜଣେ ଯୁବକ । ଛାତ୍ରୀ ଜଣଙ୍କ ଯୁବକଙ୍କୁ ମାଡ଼ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଜଗନ୍ନାଥ ନଗରରେ ରବିବାର ଜଣେ ବିଟେକ୍…