Latest Odisha News

BREAKING NEWS

ଓଡ଼ିଶା ଲୋକସଭା ନିର୍ବାଚନ: କିଏ ଜିତିଲେ ଓ କିଏ ହାରିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ…

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ସମୁଦାୟ ୨୧ଟି ଆସନରୁ ବିଜେଡ଼ି ୧୨ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ପୂର୍ବ ନିର୍ବାଚନରେ ଗୋଟିଏ ଜିତିଥିବା ବେଳେ ଏଥର କିନ୍ତୁ ୮ଟି ଆସନ ଜିତି ପାରିଛି । ତେବେ କଂଗ୍ରେସ ଦଳ ଏଥର ଗୋଟିଏ ଆସନ ହାତେବାକୁ ସକ୍ଷମ ହୋଇପାରିଛି…

୨୦୧୯ ନିର୍ବାଚନରେ ୧୦ଟି ବଡ଼ ଝଟକା…

ନୂଆଦିଲ୍ଲୀ: ବିଜେପି କେନ୍ଦ୍ରରେ ସୁନାମୀ ପରି ପୁଣି କ୍ଷମତାକୁ ଫେରିବ ବୋଲି ଏକଜିଟ୍ ପୋଲର ପୂର୍ବାନୁମାନ ଠିକ୍ ହୋଇଥିଲା । ଅବଶ୍ୟ, ଏହାକୁ ଅନେକ ବ୍ୟକ୍ତି ଏକଜିଟ୍ ପୋଲ୍ ଅନୁସାରେ ଫଳାଫଳ ସଠିକ୍ ହେବନାହିଁ ବୋଲି ଅନୁମାନ ମଧ୍ୟ କରୁଥିଲେ । ମାତ୍ର, ଅଦୃଶ୍ୟ ଭାବରେ ମୋଦୀଙ୍କର ଏକ ଶକ୍ତିଶାଳୀ…

ରାଉରକେଲା ମହାନଗର ନିଗମକୁ ମିଳିଲା ଜାତୀୟ ସ୍ତରର ପୁରସ୍କାର

ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ତଥା ମହାନଗର ପାଠାଗାରରେ ଆରମ୍ଭ ହୋଇଛି- “ମୋ ବହି ମୋ ସାଥି – Read to Lead” ୨୪-୫, ମୋ ବହି ମୋ ସାଥି, ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା। ଏହିପରି କଛି ମୂଳମନ୍ତ୍ର ନେଇ ଆରମ୍ଭ…

ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର କିଛି ସ୍ଥାନରେ ଦିନକୁଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ…

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଭୃଗୁ ବକ୍‍ସିପାତ୍ରଙ୍କୁ ୯୪୮୪୪ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଚନ୍ଦ୍ରଶେଖର ସାହୁ ସମୁଦାୟ ୪୪୩୮୪୩ ଭୋଟ୍‍ ପାଇଥିବାବେଳେ ଭୃଗୁ…

ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬୩୯୩୯ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁରେଶ ପୂଜାରୀ ସମୁଦାୟ ୫୮୧୨୪୫ ଭୋଟ୍‍ ପାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି…

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମୁଦାୟ ୪୮୩୮୫୮ ଭୋଟ୍‍ ପାଇଥିବାବେଳେ…

ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ପ୍ରମିଳା ବିଶୋୟୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ୨୦୪୭୦୭ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି। ପ୍ରମିଳା ବିଶୋୟୀ ସମୁଦାୟ ୫୫୨୭୪୯ ଭୋଟ୍‍ ପାଇଥିବାବେଳେ ଅନିତା ଶୁଭଦର୍ଶିନୀଙ୍କୁ…

ନବୀନ ମେ’ ୨୭ରେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଭୁବନେଶ୍ୱର: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାପରେ ଦଳର ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ମେ’ ୨୭ ତାରିଖ ଦିନ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହି ଦିନ ସେ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଗଠନ…

ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍‍

ଜି-ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ସାଲୁଗା ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କୁ ୧୧୨୬୧ ଭୋଟ୍‍ ବ୍ୟବଧାନରେ ପରାସ୍ତ କରିଛନ୍ତି । ସାଲୁଗା ପ୍ରଧାନ ସମୁଦାୟ ୫୩୨୩୮ ଭୋଟ୍‍ ପାଇଥିବାବେଳେ ଶ୍ୟାମଘନ ପ୍ରଧାନଙ୍କୁ…