Latest Odisha News

ଗ୍ରୀଷ୍ମପ୍ରବାହ: ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଓଡିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ହଳଦିଆ (ୟେଲୋ) ୱାର୍ଣ୍ଣିଂ ଜାରି କରାଯାଇଛି । ଆହୁରି ମଧ୍ୟ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ ବୋଲି…

ସାମାଜିକ ଭୂତ

 କଥାଟିଏ କହୁଁ 1  ସାମାଜିକ ଭୂତ ପରଂବ୍ରହ୍ମ ତ୍ରିପାଠୀ ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ…

ବୁଥ୍ ଫେରନ୍ତା ମତ ସର୍ବେକ୍ଷଣ: ଦ୍ୱିତୀୟଥର ଲାଗି ମୋଦୀ ହେବେ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ: ଦେଶରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯେଉଁସବୁ ବୁଥଫେରନ୍ତା ମତ ସର୍ବେକ୍ଷଣ ଫଳାଫଳ ଘୋଷିତ ହୋଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ଲାଗି…

ରାଜଧାନୀରେ ଉଦ୍ଧାର ହେଲା ୫ଟି ଜୀବନ୍ତ ବୋମା

ଭୁବନେଶ୍ୱର : ଭୁବନେଶ୍ୱରର ୟୁନିଟ ୯ ଅଞ୍ଚଳ ସ୍ଥିତ ଗୋଟିଏ ସରକାରୀ କ୍ୱାଟର୍ସ ପଛପଟୁ ସୋମବାର ଦିନ ୫ଟି ଅଫୁଟା ବୋମା ଉଦ୍ଧାର କରାଯାଇଛି । ଏସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ପରେ ପୋଲିସ ଓ ବମ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଏକ…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି…

ରିଂ ରୋଡ୍ ଜଳଛତ୍ରରେ ପାଣି ବାଣ୍ଟୁଥିବା ପିଲାଟି... ଜ୍ଞାନୀ ଦେବାଶିଷ ମିଶ୍ର ଦିନ ଦି’ପହରଟାରେ, କୋଉ ଲୋକରୁ ଆସିଲ ହେ ପ୍ରଭୁ! ଅଣ୍ଟା ଗାମୁଛାକୁ ମୁଣ୍ଡରେ ପକଉନ! ତମ ଦେହସାରା ତ ଛତାଚିରା ଖରା, ଗୋଟେ ମସିଆ ପାଣି ବୋତଲରେ ବହଳେ କୋଚଟର ନେଳିଆ ଛାଇ । କୁଆଡ଼ୁ କିମିତି ଆସିଲ…

ଓଡ଼ିଶା ଲୋକସଭା ଏକଜିଟ୍ ପୋଲ୍: ବିଜେଡ଼ି-୧୦, ବିଜେପି-୧୦ ଏବଂ କଂଗ୍ରେସ-୧

ଭୁବନେଶ୍ୱର: ଦେଶରେ ମୋଦୀ ଓ ଓଡ଼ିଶାରେ ନବୀନ ପୁଣି କ୍ଷମତାକୁ ଫେରୁଥିବାର ସମ୍ଭାବନା ଏକଜିଟ ପୋଲରୁ ଜଣାପଡ଼ିଛି । ୨୦୧୪ ନିର୍ବାଚନ ପରି ମୋଦୀ ହାୱା ଏଥର ମଧ୍ୟ ନବୀନଙ୍କୁ ସରକାର ଗଠନ କରିବାରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ବୋଲି ଏକଜିଟ ପୋଲ୍ ଫଳାଫଳରେ ଆକଳନ ହୋଇଛି ।…

ରାଉରକେଲା : ଏନଆଇଟି କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) କଲେଜର ହଷ୍ଟେଲ କୋଠରୀ ମଧ୍ୟରୁ ସୋମବାର ଦିନ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଏସ୍ ମୁରିଦ ଅସଲମ୍ ଏନଆଇଟିର ଦ୍ୱୀତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି ।…

ଭବାନୀପାଟଣା: ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମଣିଙ୍ଗପଦର ଗ୍ରାମ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଜଣେ ମହିଳା ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ମହିଳା ଆଜି ସକାଳୁ ସେହି ରାସ୍ତା ଦେଇ ଯାଉଥିବାବେଳେ ଉକ୍ତ ନବଜାତ ଶିଶୁଟିର କାନ୍ଦ…

ଆରମ୍ଭ ହେଲା ନିଟ୍ ପରୀକ୍ଷା, ଓଡିଶାରୁ ୪୨ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ସୋମବାର ଦିନ ଓଡିଶାରେ ଅନୁଷ୍ଠିତ ହୋଇଛି । ନିଟ୍ ପରୀକ୍ଷା ରାଜ୍ୟର ୭ଟି ସହରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୨୦-୦୫-୨୦୧୯ ସୋମବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୦ ରିଖ ସୋମବାର ବୃଷ ୬ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ମିଥୁନ ରାଶିର ଘାତ ବାର ସିଂହ…