Latest Odisha News

BREAKING NEWS

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି, ମେ ୧ ତାରିଖରୁ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର: ଏବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାପମାତ୍ରାରେ କ୍ରମେ ହ୍ରାସ ଘଟିବ ବୋଲି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ । ସୋମବାର ଦିନ ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ…

ପାଟକୁରା ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ, ସାବିତ୍ରୀ ଅଗ୍ରୱାଲାଙ୍କୁ ମିଳିଲା ବିଜେଡ଼ି ଟିକେଟ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପାଟକୁରା ଆସନରେ ଦଳର ପ୍ରାର୍ଥୀ…

ବାପା: ଏକ ଗ୍ରୀଷ୍ମଗୀତ

ବାପା: ଏକ ଗ୍ରୀଷ୍ମଗୀତ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ଖରାନାହିଁ ,ନାହିଁ ବର୍ଷା, ଶୀତ କି ଶରତ, ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ ଦଦରା କୁମ୍ଭପକା ଗାମୁଛା ଖଣ୍ଡେ ବିତିଲା ବସନ୍ତ , ଝାଳରେ ଲେସି ହୋଇ ଯାଇଥିବା ରାମାନନ୍ଦି ତିଳକ ପରି ଧରାର କପାଳ , ବାପାଙ୍କ କାନ୍ଧରେ ଝୁଲେ…

ଭୋଟରଙ୍କୁ ପ୍ରବର୍ତ୍ତାଇ ଗିରଫ ହେଲେ ପୋଲିଂ କର୍ମଚାରୀ, ଦେଖନ୍ତୁ ଭିଡିଓ

ଗୋପ : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଣେ ପୋଲିଂ କର୍ମଚାରୀ ଗିରଫ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ବୁଥ୍ ନଂ ୧୨୭ରେ । ମିଳିଥିବା ସୂଚନାନୁଯାୟୀ…

ଆଉଥରେ ଫୁଟିଲା ‘ରକ୍ତ ଗୋଲାପ’

ଭୁବନେଶ୍ୱର : ୭୦ ଦଶକର କ୍ଲାସିକ୍ ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ରାଜଧାନୀରେ ଥିବା ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ (ଏଫଜେଏଫ୍) ଦ୍ୱାରା ସୋମବାର ଦିନ ସନ୍ଧ୍ୟାରେ ଜୟଦେବରେ ପ୍ରଦର୍ଶନ ହେଉଛି । ଏହି ପରିପ୍ରେକ୍ଷୀରେ ଫିଲ୍ମ ସହିତ ସମ୍ପୃକ୍ତ ଥିବା କିଛି କଳାକାର ଓ କର୍ମଚାରୀଙ୍କୁ ଫୋରମ୍…

ଭଦ୍ରକରେ ଅର୍ଜୁନ ସେଠୀଙ୍କୁ ହରାଇବାର କ୍ଷତିକୁ ଭରଣା କରିପାରିବ ତ ବିଜେଡ଼ି?

ଭୁବନେଶ୍ୱର: ଦୁଇ ଦଶନ୍ଧି ଧରି ସାଂସଦ ଅର୍ଜୁନ ସେଠୀଙ୍କ ନେତୃତ୍ୱରେ ଭଦ୍ରକ ଲୋକସଭା ଆସନ ବିଜେଡ଼ି ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଥିଲା । ଅର୍ଜୁନ ସେଠୀ ଯିଏକି ସମଗ୍ର ଭଦ୍ରକ ଜିଲ୍ଲାରେ ନିଜର ରାଜନୈତିକ ପରାକାଷ୍ଠା ଜାରି ରଖିବା ସହିତ ଦୀର୍ଘଦିନ ଧରି ମୁରବୀ ଭାବେ ବିଜୁ ଜନତା ଦଳର…

ଓଡିଶା ମୁହାଁ ହେଲା ସାମୁଦ୍ରିକ ବାତ୍ୟା ‘ଫନି’, ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ଆଡକୁ ମୁହାଁ ହେଉଥିବା ବେଳେ ଏନେଇ ସୋମବାର ଦିନ ରାଜ୍ୟ ସରକାର ସ୍ଥିତି ଅନୁଧ୍ୟାନ କରିବା ସହିତ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସାମୁଦ୍ରିକ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ମୁଖ୍ୟ…

ଯାଜପୁର ଓ ଭଦ୍ରକରେ ଭୋଟର୍ ଭାଙ୍ଗିଲେ ଇଭିଏମ୍

ଯାଜପୁର/ଭଦ୍ରକ : ଓଡିଶାରେ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ସୋମବାର ଦିନ ଯାଜପୁର ଓ ଭଦ୍ରକରେ ମତଦାତାମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍(ଇଭିଏମ୍)କୁ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳାରେ ୧୭୩ ନଂ ବୁଥରେ ଜଣେ…

ନିଲମ୍ବିତ ହେଲେ ୩ ପୋଲିଂ କର୍ମଚାରୀ

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜାରି ରହିଥିବା ସମୟରେ ଯାଜପୁର ଜିଲ୍ଲାପାଳ ଓ ରିଟନିଂ ଅଧିକାରୀ ସୋମବାର ଦିନ ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୩ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଜିଲ୍ଲାପାଳ ୧୯୧ ବୁଥର ପ୍ରିଜାଉଡିଂ…