ଭବାନୀପାଟଣାରେ ଯୋଗୀ ଆଦିତ୍ୟନାଥ, ମୋଦୀଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରିବାକୁ ଆହ୍ୱାନ
ଭବାନୀପାଟଣା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯୋଗୀ ଆତିତ୍ୟନାଥ ବୁଧବାର ଦିନ ୧୭ ବର୍ଷର ନବୀନ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଓଡ଼ିଶା ସରକାରଙ୍କ କାଳିଆ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ।
ଭବାନୀପାଟଣାରେ ଏକ ର୍ୟାଲିରେ ଉଦବୋଧନ…