କୋଷ୍ଟଗାର୍ଡଙ୍କ ଗୁଳିରେ ମାଛଧରା ବୋର୍ଟ ଚାଳକଙ୍କ ମୃତ୍ୟୁ ଅଭିଯୋଗ
ପାରାଦୀପ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମାଛଧରା ବୋର୍ଟ ଚାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ମୃତ ବୋଟ୍ ଚାଳକ ଜଣଙ୍କ ମାୟାଧର ମଲ୍ଲିକ୍ ଏବଂ ତାଙ୍କ ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ନରଣପୁର ଗ୍ରାମରେ ବୋଲି ଜଣାପଡିଛି।…