କୋଣାର୍କ ନୃତ୍ୟ ଉତ୍ସବ ର ୩ୟ ସନ୍ଧ୍ୟା: ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ
କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ମୁକ୍ତାକାଶ ମଞ୍ଚରେ ରାଧା-କୃଷ୍ଣ ପ୍ରୀତି ବିଳାସ ପ୍ରସଙ୍ଗ ସହ ରାମୟଣ ସୂର୍ପଣଖା ଚରିତ୍ରର ଦୁଃଖଦ ବିଷୟର ଅଭିନୟ ଆଜିର ସଂଧ୍ୟାକୁ ଯେତିକି ଭାବମୟ କରିଥିଲା, ଦର୍ଶକଙ୍କ ଭରପୁର ଉପସ୍ଥିତ ଆୟୋଜକ ପର୍ଯ୍ୟଟନ ବିଭାଗକୁ ସେତିକି ଉତ୍ସାହିତ କରିଥିଲା ।
ଓଡିଶୀ ଓ…