ଭୁବନେଶ୍ୱର: ରାତ୍ରୀକାଳୀନ ମଦ ବିକ୍ରି ସମୟ ପରିବର୍ତ୍ତନ ହେଲା, ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜଧାନୀରେ ପୁରୁଷ ହକି ବିଶ୍ୱକପ୍ ସମୟରେ ବିଳମ୍ବିତ ରାତି ଯାଏଁ ମଦ ଦୋକାନ ଖୋଲା ତଥା ବିକ୍ରି କୁ ନେଇ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ମଦ ବିକ୍ରି ସମୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି।
“ ପୁରୁଷ ହକି ବିଶ୍ୱକପ୍ ସମୟରେ ଅନ୍ ସପରେ ରାତି ସାଢେ ଗୋଟାଏ ଯାଏଁ ମଦ…