Latest Odisha News

BREAKING NEWS

ରଙ୍ଗୀନ ଆଲୋକରେ ଆଲୋକିତ ହେଲା ଐତିହାସିକ ବିନ୍ଦୁସାଗର, ଲେଜର୍ ଶୋ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଓଲଡ଼ ଟାଉନରେ ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍ -୨୦୧୮’ କୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରବିବାର ସନ୍ଧ୍ୟାରେ ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗର ପରିସରରେ ଅତ୍ୟାଧୁନିକ ଲେସର୍ ଲାଇଟ୍ ଓ ଶୋ’କୁ ଉଦଘାଟନ…

ଅନୁଗୁଳରେ ପୋଲିସ ଏନକାଉଣ୍ଟର, ଅପରାଧି ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିକଟସ୍ଥ ଡେରେଜାଙ୍ଗ ପ୍ରୋଜେକ୍ଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ ଅପରାଧି ଗୁରୁତର ଆହତ ହୋଇଛି । ଅପରାଧିଜଣଙ୍କ ବିଲୁ ଖାନ ବୋଲି ଜଣାପଡିଥିବାବେଳେ ତାର ବାମ ଗୋଡ଼ରେ ଗୁଳି ବାଜିଛି । ଚିକିତ୍ସା ନିମନ୍ତେ ତାକୁ ଅନୁଗୁଳ ମୁଖ୍ୟ…

ରିଲିଜ୍ ହେଲା ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ…

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ଥିବା ଚର୍ଚ୍ଚିତ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ ଇତିମଧ୍ୟରେ ହୋଇଯାଇଛି । ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବା ପରେ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାର ଦେଖାଯାଇଛି । ଏହି ଫିଲ୍ମଟିରେ ଦୁଇ ନାୟିକା ଏଲସା ଘୋଷ ଏବଂ ଶ୍ରେୟା ଆକ୍ଟର୍…

‘ଶକ୍ତି ସଂରକ୍ଷଣ’କୁ ନେଇ ‘ଏନଟିପିସି’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଭାଗ ନେଲେ ୬ ଲକ୍ଷ…

ଭୁବନେଶ୍ୱର: ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରାଜଧାନୀରେ ଏନଟିପିସି ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀମାନେ…

୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା: ୪ର୍ଥ ଦିନରେ ଜୁଡୋ ଓ ତାଇକୋଣ୍ଡୋ ପ୍ରତିଦ୍ୱନ୍ଦିତା

କଟକ : କଟକ ଠାରେ ଚାଲିଥିବା ୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାର ୪ର୍ଥ ଦିନର ଜୁଡୋ ଓ ତାଇକୋଣ୍ଡୋ ବିଭାଗରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାର ଫଳାଫଳ ନିର୍ଣ୍ଣାୟକ ହୋଇଛି । ଆଜିର ଏହି ପ୍ରତିଯୋଗିତାରେ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା…

ଉଦଘାଟନୀ ଉତ୍ସବର ‘ଅନଲାଇନ ଟିକଟ ବିକ୍ରି’ ନଭେମ୍ବର ୨୦ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮ର ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି । ଏହି ଅନଲାଇନ ଟିକଟ ବିକ୍ରି ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି…

ପ୍ରଥମ ‘ଜିଏସଟି କାଲକୁଲେଟର’ ଏବେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ପ୍ରଥମ 'ଜିଏସଟି କାଲକୁଲେଟର' । ଦୋକାନୀ ଏବଂ ବ୍ୟବସାୟୀଙ୍କ ମାନୁଆଲ ଇନଭଏସିଂ କରିବାର ଏକମାତ୍ର ସମାଧାନ ରୂପେ ସହାୟକ ହେବ । ବିଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ହିସାବ ପାଇଁ ଲୋକମାନେ ଅଳ୍ପବହୁତ ଅସୁବିଧାର…

ଢେଙ୍କାନାଳ ଝିଙ୍କିରିଗଡ଼ି ଜଙ୍ଗଲରେ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ହେଉଥିବା ମୂଲ୍ୟବାନ ଗଛକଟାକୁ ତୁରନ୍ତ ବନ୍ଦ କରିବାକୁ ରବିବାର ଦିନ ବିଭାଗୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ବଡ଼ଗେଶ୍ୱର ମନ୍ଦିର

ଗୋଟିଏ ଦିନ ସକାଳ ବେଳା ଦୁଇଟି ମନ୍ଦିର ଦେଖିବାର ସୌଭାଗ୍ୟ ବହୁତ କମ୍‌ ଲୋକଙ୍କୁ ମିଳେ। ମୋତେ କିନ୍ତୁ ଗୋଅାରେ ମିଳୁଥିଲା । ଶ୍ରୀ ସପ୍ତ କୋଟେଶ୍ୱରଙ୍କୁ ଦର୍ଶନ କରିବା ପରେ ଅାମେ ବାହାରିଥିଲୁ ଅାଉ ଏକ ମନ୍ଦିର ଅଭିମୁଖେ। ହେଲେ ସକାଳୁ କିଛି ଖାଇନଥିବାରୁ ଅାମେ ରାସ୍ତାରେ ରହିଲୁ ଏକ…

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶା ରାଜ୍ୟ, ଓଡ଼ିଶାର ବିଧାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ସାମ୍ବାଦିକଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ…