ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହେବେ ସୋଆ ପ୍ରଫେସର
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ବାୟୋଫୁଏଲ୍ ଏବଂ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ତଥା ରିସର୍ଚ୍ଚ ପ୍ରଫେସର ଲାଲା ବିହାରୀ ଶୁକ୍ଳା ପାଇବେ ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନ ।
ଲାଇଫ୍ ୱେ ଟେକ୍ ଇଣ୍ଡିଆ ପ୍ରାଇଭେଟ୍…