ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
ଗଞ୍ଜାମ: ବ୍ରହ୍ମପୁରର ଖାରବେଳ ନଗର ଅନ୍ତର୍ଗତ ସଦର ପୋଲିସ ବୁଧବାର ଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି ।
ମୃତକଙ୍କ ନାମ ପ୍ରଦୀପ ବେହେରା ଓ ସେ ବ୍ରଜନଗର ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ପ୍ରଦୀପ କୌଣସି କାମରେ ଗତକାଲି ରାତିରେ ବାହାରକୁ…