ଆଜି ଭାରତ-ୱେଷ୍ଟଇଣ୍ଡିଜ ୩ୟ ଦିନିକିଆ ଲଢେଇ
ନୂଆଦିଲ୍ଲୀ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି ।
୧-୦ରେ ଲିଡ କରୁଥିବା ଭାରତୀୟ ଦଳ ଏହି ମ୍ୟାଚ ଜିତିବା ଲକ୍ଷ୍ୟନେଇ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା ଟକ୍କର ଦେବ…