କଟକ: ମହିଳାଙ୍କ ମୃତ୍ୟୁକୁ ନେଇ ନର୍ସିଂହୋମରେ ଭଙ୍ଗାରୁଜା
କଟକ : କଟକ ଜିଲ୍ଲା ଅନ୍ତର୍ଗତ ବଜ୍ରକବାଟୀ ନିକଟସ୍ଥ ଏକ ଘରୋଇ ନର୍ସିଂହୋମରେ ଉତ୍ତେଜନା ସହ ଭଙ୍ଗାରୁଜା ଲାଗିରହିଥିବା ନେଇ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଏହି ନର୍ସିଂହୋମରେ ଚିକିତ୍ସା ଅବହେଳାରେ ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁ ହେବା ପରେ ରୋଗୀଙ୍କ ସମ୍ପର୍କୀୟମାନେ…