ପୁରୀର ସ୍ଥାନୀୟ ବାସିନ୍ଦା ଚାରିଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିପାରିବେ – ଶ୍ରୀମନ୍ଦିର ପ୍ରଶାସନ
ପୁରୀ: ପୁରୀ ସ୍ଥାନୀୟ ବାସିନ୍ଦାଙ୍କ ଆଗରେ ମୁଣ୍ଡ ନୁଆଁଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ । ପୁରୀ ବାସିନ୍ଦାଙ୍କ ଲାଗି ଶ୍ରୀମନ୍ଦିର ଧାଡ଼ି ଦର୍ଶନ ନିୟମ କୋହଳ ହେଲା । ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଶେଷରେ ଶାନ୍ତି କମିଟି ବୈଠକରେ ପୁରୀ ବାସିନ୍ଦାଙ୍କ ଲାଗି…