ଓଡିଶା ଉପକୂଳରୁ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ
ବାଲେଶ୍ୱର : ଭାରତ ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ସ୍ଥଳରୁ ଆକାଶକୁ ଭେଦ କରିପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରଟି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ସଫଳ ଉତକ୍ଷେପଣ କରାଯାଇଛି ।
ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର ଘାଟିର ୩ନଂ…