Latest Odisha News

BREAKING NEWS

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ…

କଳାହାଣ୍ଡି: ଧରାପଡିଲା ନକଲି ନୋଟ୍ ର‌୍ୟାକେଟ୍, ଦୁଇ ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ନିକଟସ୍ଥ ଧର୍ମଗଡ ଅଞ୍ଚଳରେ ଜାଲ ନୋଟ କାରବାର ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ ଏହି ଦୁଇ ଅଭିଯୁକ୍ତ ନକଲି ନୋଟ ମାଧ୍ୟମରେ ନିକଟସ୍ଥ ବଜାରରୁ ବହୁବାର କିଣାକିଣି କରିଥିଲେ । ଏପରି କରିବାର କିଛିଦିନ ପରେ ଜଣେ ଦୋକାନୀଙ୍କ…

କାଲି ଆସୁଛନ୍ତି ମୋଦି, ଝାରସୁଗୁଡାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଝାରସୁଗୁଡା : ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସନ୍ତାକାଲି ଓଡିଶା ଆସୁଛନ୍ତି । ଝାରସୁଗୁଡା ଠାରେ ନବନିର୍ମିତ ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ । ଝାରସୁଗୁଡାରେ ନବନିର୍ମିତ ବିମାନବନ୍ଦର ଲୋର୍କାପିତ କରିବା ସହିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ମଧ୍ୟ ଶୁଭାରମ୍ଭ…

ପ୍ରବଳ ବର୍ଷା ଜାରି, ପ୍ରଶାସନ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଗୋପାଳପୁର ଉପକୂଳରେ ଗୁରୁବାର ରାତି ୧୨:୩୦ରେ ବାତ୍ୟା ‘ଡାଏ’ ଅତିକ୍ରମ କରିବା ଯୋଗୁଁ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗର ଡ୍ୟୁଟି ଅଫିସର ରମେଶ…

ଶ୍ରୀନଗର: ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନରୁ ଆତଙ୍କବାଦୀ ମାନେ ଅପରହଣ କରିନେଇଥିବା ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ଆତଙ୍କବାଦୀ ମାନେ ଦକ୍ଷିଣ କାଶ୍ମୀରର ସୋପିଆନରୁ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସ ଅଫିସର ସମେତ ଜଣେ…

ଏସିଆ କପ କ୍ରିକେଟ: ଆଜି ଭାରତ-ବାଙ୍ଗଲାଦେଶ ମ୍ୟାଚ, ପାଣ୍ଡ୍ୟା ଦଳରୁ ବାଦ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁହାଁମୁହିଁ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ଲଗାତାର ବିଜୟ ପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ଜିତିବା ପାଇଁ ଖେଳାଳୀ ମାନଙ୍କ ମନୋବଳ ଦୃଢ ହୋଇଛି ।…

ବାତ୍ୟା ‘ଡ଼ାଏ’ ମଧ୍ୟରାତ୍ରିରେ ଛୁଇଁଲା ଗୋପାଳପୁର, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଗୁରୁବାର ରାତି ୧୨:୫୫ ମିନିଟରେ ବାତ୍ୟା ‘ଡ଼ାଏ’ ଓଡ଼ିଶା ଉପକୂଳର ଗୋପାଳପୁର ଛୁଇଁବା ପରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ଜାରି ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ସେପରି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡ଼ଫଲର୍ ରାଡ଼ାର ମାଧ୍ୟମରେ ଏହି…

ଅଭିଜିତ ମିତ୍ରଙ୍କୁ ମିଳିଲା ଜାମିନ, ୨୮ ତାରିଖ ସୁଦ୍ଧା କୋଣାର୍କ ଥାନାରେ ହାଜର ହେବେ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ କୋଣାର୍କ ମନ୍ଦିରର ଭାସ୍କର୍ଯ୍ୟ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ତଥା ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଓ ଓଡ଼ିଶା ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଓଡ଼ିଆ ଭାବାବେଗକୁ ଚ୍ୟାଲେଞ୍ଜ କରିଥିବା ଅଭିଯୋଗରେ ସ୍ତମ୍ଭକାର ଅଭିଜିତ ଆୟାର ମିତ୍ରଙ୍କୁ ଓଡ଼ିଶା ପୋଲିସ…

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ଲୋକାର୍ପଣ କରିବେ ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ମୋଦି ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିବା ସହିତ ଏହି ବିମାନ ବନ୍ଦରରୁ ଉଡାଣ ର ଶୁଭାରମ୍ଭ କରିବେ । ମୋଦି ଏହି ଦିନିକିଆ ଗସ୍ତରେ ଓଡିଶାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ମଧ୍ୟ…

ଆସୁଛି ଝଡବାତ୍ୟା, ୭ଟି ଜିଲ୍ଲାକୁ ବିପଦ ସଂକେତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଡିପଡିପ୍ରେସନରେ ପରିଣତ ହେବାରେ ଲାଗିଛି । ଏହା ପରବର୍ତ୍ତି ସମୟରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ ବାତ୍ୟା…