Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଆଜି ଭାରତ-ପାକିସ୍ତାନ ଟକ୍କର

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସହ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଏହି ମହାମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି । ଅନ୍ୟପକ୍ଷରେ ଗତ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ…

ବିଧାନସଭା ମୁଲତବୀ ରହିଲା, ସମବାୟ ଦୁର୍ନୀତି ଓ ଓକିଲ ଆନ୍ଦୋଳନ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ଆଜି ଗୃହରେ ବେଶ୍ ଉଷ୍ମତା ପରିଲକ୍ଷିତ ହୋଇଥିଲା । ବୁଧବାର ଦିନ ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ଓ କଟକରେ ଓକିଲଙ୍କ ଆନ୍ଦୋଳନ ନେଇ ବିଭିନ୍ନ…

ପ୍ରବଳରୁ ଅତି ପ୍ରବଳ ବର୍ଷା: ୨୦ ଓ ୨୧ରେ ପୁଣି ବର୍ଷିବ

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ପୂର୍ବ ଓ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆଗାମୀ ୨ ଦିନ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା…

ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଭୁବନେଶ୍ୱର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଖୁବ ଶିଘ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ରୁ ସ୍ୱେଚ୍ଛାକୃତ ଅବସର ନେବେ । ସେଥିଲାଗି ସେ ଆବେଦନ କରିଛନ୍ତି । ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର୍ ଆଇଏଏସ ଅଫିସର ଅପରାଜିତା ଖୁବ ଶିଘ୍ର ସ୍ୱେଚ୍ଛାକୃତ ଅବସର ନେବା କଥା ‘…

ଥାନା ହାଜତରେ ଯୁବକଙ୍କୁ ମାଡ ମାରି ୨ ପୋଲିସ ଅଫିସର ନିଲମ୍ବିତ

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ମାଡ ମାରିବା ଘଟଣାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ ଓଡିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ପୋଲିସ ଉଠାଇ ଆଣିଥିଲା । ପରବର୍ତ୍ତି ସମୟରେ ଥାନା ହାଜତରେ ତାଙ୍କୁ ନିସ୍ତୁକ ପିଟିଥିଲେ ।…

କୋଣାର୍କ ମନ୍ଦିରକୁ ନେଇ ଅଭିଜିତ ଆୟାର ମିତ୍ରଙ୍କ ଅପମାନ ଜନକ ମନ୍ତବ୍ୟ, ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର: ଆଜି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଅଭିଜିତ ଆୟାର ମିତ୍ର ନାମକ ଜଣେ ସାମ୍ବାଦିକ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ସମ୍ପର୍କରେ ଅପମାନ ଜନକ ମନ୍ତବ୍ୟ ଦେଇଥିବାରୁ ବିଧାନସଭାରେ ଏହାକୁ ନେଇ ଶାସକ ବିଜେଡ଼ି ସଦସ୍ୟମାନେ ଏହାର ଦୃଢ ପ୍ରତିବାଦ କରିଥିଲେ । …

ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ଭୁବନେଶ୍ୱର : ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସୂଚନା ଅନୁଯାୟୀ କଟକ ପ୍ରେସ ଛକରେ ବୋମା ଫିଙ୍ଗା ଘଟଣା ଏବଂ ତାରିଣୀ ଗଡରେ ଫାୟରିଂ ଘଟଣାରେ ମହିମାଙ୍କ ସଂପୃକ୍ତି ନେଇ ଅଭିଯୋଗ ଥିଲା । ତେବେ ଏହି ଦୁଇଟି ଅପରାଧିକ…

ଏସିଆ କପ କ୍ରିକେଟ: ଆଜି ଭାରତ-ହଂକଂ ମ୍ୟାଚ, ରୋହିତଙ୍କୁ ଅଧିନାୟକ ଦାୟିତ୍ୱ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ମ୍ୟାଚ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ପାଇଁ ନିଜ ଶକ୍ତି ପ୍ରଦର୍ଶନ କରିବା ସହ ଦକ୍ଷତା ପରଖିବାକୁ ପାଇଁ ଏକ ବଡ ସୁଯୋଗ । ଅନ୍ୟପକ୍ଷରେ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ୍ ବୁଧବାର ଦିନ…

ମନ୍ତ୍ରୀଙ୍କ କାରକୁ ଢେଲା ମାଡ଼ ଘଟଣା: ପୋଲିସ ଦ୍ୱାରା ୨ ଅଟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବେଲବହଳିଠାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କାର୍ ଉପରକୁ ଢେଲା ମାରିବା ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣା ଘଟିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢଉ କରି ୨ ଜଣ ଅଭିଯୁକ୍ତଙ୍କୁ ବେଲବହଳି…

ବୈଜୟନ୍ତଙ୍କ ହେଲିକପ୍ଟରକୁ ପୋଲିସ ଜବତ କଲା, ବିନା ଅନୁମତିରେ ଚିଲିକାରେ ଓହ୍ଲାଇଥିଲେ ଚପର୍

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ପୋଲିସ ଜବତ କରିଛି । ସେପ୍ଟେମ୍ବର ୧୫ ତାରିଖ ଦିନ ବିନା ଅନୁମତିରେ ଚିଲିକା ହ୍ରଦରେ ନିଜର ହେଲିକପ୍ଟରକୁ ଅବତରଣ କରିବା ଅଭିଯୋଗରେ ତାଙ୍କ ନାମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ଏତଲା ଦେଇଛି ।…