Latest Odisha News

BREAKING NEWS

ବାରିପଦାରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା

ବାରିପଦା : ବାରିପଦାର ସଦର ଥାନା ଅନ୍ତର୍ଗତ କୁକୁଡାଝୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କୁକୁଡାଝୁଡି ଗ୍ରାମର ଜଣେ ବୃଦ୍ଧ ଦମ୍ପତ୍ତି ଘର ବାହାରେ ଶୋଇଥିବାବେଳେ କେହି ଜଣେ ଦୁବୃର୍ତ୍ତ ଅତି ଜଘନ୍ୟ ଭାବେ ଉଭୟଙ୍କୁ ହତ୍ୟା କରିଥିଲା । ଅନ୍ୟପକ୍ଷରେ…

‘ଭାରତ ବନ୍ଦ’ ସେପ୍ଟେମ୍ବର ୧୦ରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର: ଅତ୍ୟଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଦିନ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ତେବେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ସମୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ…

ଫୁଲବାଣୀ ଭାଇରାଲ ଭିଡ଼ିଓ ମାମଲା: ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେସାଲ୍ ସ୍କ୍ୱାଡ଼ ଗଠନ

ଫୁଲବାଣୀ: ଜଣେ ଯୁବତୀଙ୍କ ସହ ଯୌନ ବ୍ୟଭିଚାର କରୁଥିବାର ଦୃଶ୍ୟର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା । ଏଥିରେ ଫୁଲବାଣୀ ବିଧାୟକ ତଥା ବିଜେଡ଼ି ନେତା ଦେବେନ୍ଦ୍ର କହଁର ଥିବାର ଅଭିଯୋଗ ଆସିଛି । ତେବେ ଶନିବାର ଦିନ କନ୍ଧମାଳ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ସ୍ପେସାଲ୍…

‘ସୋଆ’ ଛାତ୍ରଛାତ୍ରୀଙ୍କ ଦ୍ୱାରା ବସ୍ତିପିଲାଙ୍କ ଲାଗି ଆରମ୍ଭ ହେଲା ‘ଜାଗୋ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତିର ପିଲାମାନଙ୍କୁ ପାଠପଢାଇବା ସଙ୍ଗେସଙ୍ଗେ ସଙ୍ଗୀତ ଓ ନୃତ୍ୟ ଆଦି ଶିଖାଇବା ପାଇଁ ଏକ ଅଭିନବ ଅଭିଯାନ ହାତକୁ ନେଇଛନ୍ତି ‘ଶିକ୍ଷା ଓ ଅନୁସନ୍ଧାନ’ର ଛାତ୍ରଛାତ୍ରୀମାନେ । ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୭ ରୁ ୮ଟି ବସ୍ତିର ପିଲାମାନେ ନିଜକୁ କିଭଳି ପାଠପଢା ସହିତ…

ବିପଦପୂର୍ଣ୍ଣ ମୋମୋ ନ’ଖେଳିବା ଲାଗି ‘ଆପଣଙ୍କ ପୋଲିସଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆରେ ଏବେ ବିପଦଜନକ ମୋମୋ ଖେଳର ପ୍ରାଦୁର୍ଭାବରେ ଭାରତରେ ଜୀବନହାନୀ ଘଟୁଛି । ତେବେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ଏହି ବିପଦଜନକ ଖେଳରୁ ତ୍ରାହି ପାଇବା ଲାଗି ଦୃଢ ପଦକ୍ଷେପ ନେଇଛନ୍ତି ଓଡ଼ିଶା ପୋଲିସ । ଶନିବାର ଦିନ କମିଶନରେଟ୍ ପୋଲିସ…

ଓଡ଼ିଶା ସୀମାରେ ଆନ୍ଧ୍ରର ବେଆଇନ ରାସ୍ତା ନିର୍ମାଣ: ଗଜପତି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ପାରଳାଖେମୁଣ୍ଡି: କିଛିଦିନ ପୂର୍ବରୁ ଆନ୍ଧ୍ର ସରକାର ଓଡ଼ିଶା ଗଜପତି ଜିଲ୍ଲାର ଓଡ଼ିଶା ସୀମାରେ ବେଆଇନ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାର ଏହି ସଡ଼କ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗଜପତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସଚିବାଳୟରେ ଏକ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ମେଗା ଲିଫ୍ଟ ଜଳସେଜନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପର ଆଜି ୪୧ଟି ପଏଣ୍ଟ ଉଦ୍ଘାଟିତ ହେବା ସହିତ ଏହା ଦ୍ୱାରା ପ୍ରାୟ ୫୦ ହଜାର ହେକ୍ଟରରୁ ଅଧିକ…

ଲଗାଣ ବର୍ଷାର ପ୍ରଭାବ: ଟ୍ୱିନ୍ ସିଟି ସଡକରେ ଗଭୀର ଗର୍ତ୍ତ ସୃଷ୍ଟି

ଭୁବନେଶ୍ୱର/କଟକ : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକାଂଶରେ କ୍ଷୟକ୍ଷତି ଘଟିଥିବାନେଇ ଜଣାପଡିଥିଲାବେଳେ କିଛିକିଛି ସ୍ଥାନରେ ରାସ୍ତା ମଧ୍ୟ ଦବିଯାଇଥିଲା । ସୂଚନା ଅନୁଯାୟୀ ଆଜି କଟକର ବ୍ୟସ୍ତବହୁଳ ବୋଲାଉଥିବା ସିଡିଏ ଅଞ୍ଚଳର ଏକ ରାସ୍ତାର କିଛି ଅଂଶ ଦବିଯାଇଥିବା ନେଇ ଦେଖିବାକୁ ମିଳିଥିଲା…

କେନ୍ଦୁଝର: ଖାଲରୁ ଉଦ୍ଧାର କଲା ବେଳେ ହାତୀ କଲା ଆକ୍ରମଣ, ଫରେଷ୍ଟର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମ ନିକଟରେ ଖାଲରେ ପଡ଼ିଥିବା ଏକ ହାତୀକୁ ଉଦ୍ଧାର କଲାବେଳେ ଜଣେ ଫରେଷ୍ଟର ଗୁରୁତର ଭାବେ ଆହତ ହୋଇଛନ୍ତି । ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୀଡ଼ିତଙ୍କୁ ଚିକିତ୍ସା କରିବା ଲାଗି ତୁରନ୍ତ ଜିଲ୍ଲା ମୁଖ୍ୟ…

ବାଲେଶ୍ୱର: ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ସହରର ୬ ନମ୍ବର ୱାର୍ଡ଼ରେ ଥିବା ନିଜଗଡ଼ ପ୍ରାଥମିକ ସ୍କୁଲର ୪ ଜଣ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସ୍କୁଲର ପ୍ରଧାନ ଶିକ୍ଷକ ଭାସ୍କର ପଣ୍ଡା ୪ ଜଣ ଛାତ୍ରୀଙ୍କୁ ତାଙ୍କ…